• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Sports > ହକି ଇଣ୍ଡିଆ ପୁରୁଷ ଜାତୀୟ କୋଚିଂ କ୍ୟାମ୍ପ ପାଇଁ ବିଶିଷ୍ଟ କୋର ଗ୍ରୁପ୍ ଘୋଷଣା
Sports

ହକି ଇଣ୍ଡିଆ ପୁରୁଷ ଜାତୀୟ କୋଚିଂ କ୍ୟାମ୍ପ ପାଇଁ ବିଶିଷ୍ଟ କୋର ଗ୍ରୁପ୍ ଘୋଷଣା

CliQ INDIA
Last updated: November 29, 2023 5:30 am
CliQ INDIA
Share
1 Min Read
SHARE

ନୂଆଦିଲ୍ଲୀ, ୨୮ ନଭେମ୍ବର (ହିସ) – ହକି ଇଣ୍ଡିଆ ମଙ୍ଗଳବାର ଦିନ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ବେଙ୍ଗାଲୁରୁରେ ନଭେମ୍ବର ୨୯ ରୁ ଆରମ୍ଭ ହେଉଥିବା ପୁରୁଷ ଜାତୀୟ କୋଚିଂ ଶିବିର ପାଇଁ ୩୯ ସଦସ୍ୟ ବିଶିଷ୍ଟ କୋର ଗ୍ରୁପ୍ ଘୋଷଣା କରିଛି । ଖେଳାଳିମାନେ ସ୍ପେନରେ ସେମାନଙ୍କର ଆଗାମୀ ଖେଳ ପାଇଁ ପ୍ରସ୍ତୁତ ହେବେ, ଯେଉଁଠାରେ ସେମାନେ ଡିସେମ୍ବର ୧୫ ରୁ ଭାଲେନ୍ସିଆରେ ଆରମ୍ଭ ହେବାକୁ ଥିବା ୫ ଟି ଦେଶ ଟୁର୍ନାମେଂଟରେ ଜର୍ମାନୀ, ଫ୍ରାନ୍ସ, ବେଲଜିୟମ ସହିତ ମୁକାବିଲା କରିବେ ।

ଏହି ଶିବିର ବିଷୟରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ୍ କହିଛନ୍ତି ଯେ ହଙ୍ଗଜୋ ଏସିଆନ୍ ଖେଳରେ ସଫଳ ପ୍ରଦର୍ଶନ ପରେ ଜାତୀୟ ଶିବିରରୁ ଏହା ଏକ ଦୀର୍ଘ ବିରତିଥିଲା । ଦଳର ଅଧିକାଂଶ ଖେଳାଳି ଚେନ୍ନାଇରେ ଜାତୀୟ ଚାମ୍ପିଅନସିପ୍ ଖେଳିଥିଲେ ଏବଂ ମୁଁ ମଧ୍ୟ କିଛି ଯୁବ ତଥା ଉଦୀୟମାନ ଖେଳାଳିଙ୍କୁ ଦେଖିବାର ସୁଯୋଗ ପାଇଲି । ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଆମର ପ୍ରସ୍ତୁତି ଉପରେ ଏକ ନୂତନ ଦୃଷ୍ଟିକୋଣ ସହିତ ଆମେ ବର୍ତମାନ ଏସ୍ଏଆଇ ବେଙ୍ଗାଲୁରୁରେ ଏକତ୍ରିତ ହେବେ ।

ହିିିନ୍ଦୁସ୍ଥାନ ସମାଚାର/ ଗଗନ

——/ସମନ୍ୱୟ

You Might Also Like

ଆଇଓସି ସିନିୟର ମହିଳା ଅନ୍ତ୍ରବିଭାଗୀୟ ଜାତୀୟ ହକି ଚାମ୍ପିଅନସିପ୍ ଟାଇଟଲ୍ ଜିତିଲା
PSL 2026 ଦର୍ଶକଶୂନ୍ୟ, ସଙ୍କଟ ମଧ୍ୟରେ ଉଦ୍‌ଘାଟନୀ ସମାରୋହ ବାତିଲ
IPL 2026 schedule for first 20 days to be announced by March 12, BCCI to honour India’s ICC trophy-winning teams featuring Virat Kohli and Rohit Sharma
ହକି ଇଣ୍ଡିଆ ୧୩ ତମ କଂଗ୍ରେସ ଡକରା – ଗୁରୁତ୍ୱପୂର୍ଣ୍ଣ ନିଷ୍ପତିି ଏବଂ ପଦକ୍ଷେପ କଲେ ଘୋଷଣା
୧୭ ନଭେମ୍ବରରୁ ହେବ ଜାତୀୟ ରେସିଂ ଚାମ୍ପିଅନସିପ୍ ୨୦୨୩ ର ଗ୍ରାଣ୍ଡ୍ ଫାଇନାଲ୍

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ ନେଇ ଦାବୀ
Next Article ନ୍ୟାସନାଲ୍ ଫିଲ୍ମ ହେରିଟେଜ୍ ମିଶନ ଅଧୀନରେ ୪କେ ଡିଜିଟାଲ ଫର୍ମାଟରେ ଏକାଧିକ ଭାଷାର ୫,୦୦୦ରୁ ଅଧିକ ଚଳଚ୍ଚିତ୍ରର ପୁନରୁଦ୍ଧାର କରାଯିବ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?