,
ନୂଆଦିଲ୍ଲୀ, ୨୧ ନଭେମ୍ବର (ହିସ) – ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ଏକ ରୋମାଂଚକର ମ୍ୟାଚ୍ରେ ଗତ ଚାମ୍ପିଅନ୍ ରେଲୱେ ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡକୁ ୩-୨ (ନିର୍ଦ୍ଧାରିତ ସମୟରେ ୪-୪) ରେ ପରାସ୍ତ କରି ତୃତୀୟ ହକି ଇଣ୍ଡିଆ ସିନିୟର ମହିଳା ଆନ୍ତ ବିଭାଗୀୟ ଜାତୀୟ ଚାମ୍ପିଅନସିପ୍ ୨୦୨୩ ରେ ଜିତିଛି ।
ବନ୍ଦନା କଟାରିଆ ରେଳ ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ପାଇଁ କ୍ୟାପଟେନ ସ୍କୋରିଂ (୧୨ ) ଆରମ୍ଭକରିଥିଲେ ଏବଂ ମାରିଆନା କୁଜୁର (୧୫) ଏହାକୁ ୨-୦ କରିଦେଇଥିଲେ ।
ହିନ୍ଦୁସ୍ତାନ ସମାଚାର/ ଗଗନ/ସମନ୍ୱୟ
