
କୋଏମ୍ବଟୁର, ୧୬ ନଭେମ୍ବର (ହିସ) – ୨୬ ତମ ଜେ.କେ ଟାୟର ଜାତୀୟ ରେସିଂ ଚାମ୍ପିଅନସିପ୍ ର ଗ୍ରାଣ୍ଡ୍ ଫାଇନାଲ୍ କାରୀ ମୋଟର ସ୍ପିଡୱେ ନଭେମ୍ବର ୧୭ ରୁ ଆରମ୍ଭ ହୋଇ ନଭେମ୍ବର ୧୯ ରେ ଶେଷ ହେବ ।
ପ୍ରିମିୟର୍ ଏଲଜିବି ଫର୍ମୁଲା ୪ ବର୍ଗରେ ଜାତୀୟ ଚାମ୍ପିଅନସିପ୍ ଏବଂ ଜେ.କେ ଟାୟର କପ୍, ଜେ.କେ ଟାୟାର ପ୍ରଜେନ୍ସ ରୟାଲ୍ ଏନ୍ଫିଲ୍ଡ କାଂଟିନେୟାଲ ଜିଟି କପ୍ ଏବଂ ଜେ.କେ ଟାୟାର ପ୍ରେଜେନ୍ସ ୨୫୦ କପ୍ ମଧ୍ୟରେ ସମଗ୍ର ଚମ୍ପିୟନସିପ୍ ପାଇଁ ହେବ ଏକ କଡା ପ୍ରତିଯୋଗିତା ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
