ଭୁବନେଶ୍ୱର, 1 ମାର୍ଚ୍ଚ : ଆଜି ହେଉଛି କିଶୋରୀଚରଣ ଦାସଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ କଥା ସାହିତ୍ୟର ଯଶସ୍ୱୀ ସାଧକ ସ୍ୱର୍ଗତ କିଶୋରୀଚରଣ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
