ଭୁବନେଶ୍ୱର, 1 ମାର୍ଚ୍ଚ : କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଂଜନ ଜ୍ୟୋତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, କେନ୍ଦ୍ର ଉପଭୋକ୍ତା କାର୍ଯ୍ୟ, ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ତଥା ଗ୍ରାମିଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି ।
