ଭୁବନେଶ୍ୱର, , 13 ନଭେମ୍ବର : କ୍ରିକେଟ ବିଶ୍ୱକପରେ ହଲାଣ୍ଡ ବିରୁଦ୍ଧରେ ଭାରତୀୟ କ୍ରିକେଟ ଟିମର ବିପୁଳ ବିଜୟ ଓ ଗ୍ରୁପ ପର୍ଯ୍ୟାୟରେ ଅପରାଜିତ ରହିଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ସେମି ଫାଇନାଲ ମୁକାବିଲା ପାଇଁ ଶୁଭକାମନା ଜଣାଇଛନ୍ତି ।
