ଭୁବନେଶ୍ୱର, 30 ନଭେମ୍ବର (ହି.ସ.)- ଶହୀଦ ଦିବାକର ପରିଡ଼ାଙ୍କ ଜୟନ୍ତୀରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଗଡଜାତ ଆନ୍ଦୋଳନର ପୁରୋଧା ଶହୀଦ
ଦିବାକର ପରିଡ଼ାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶ ସେବାରେ ତାଙ୍କ ଅମୂଲ୍ୟ ତ୍ୟାଗ ଓ
ପରାକ୍ରମ ସର୍ବଦା ପ୍ରେରଣାର ଉତ୍ସ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
