ଭବାନୀପାଟଣା, ୧୭ ନଭେମ୍ବର (ହି.ସ.)- ରାସ୍ତା ପାଇଁ କଳାହାଣ୍ଡି ତ୍ରିଲୋଚନପୁରରେ ଆଜି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି । ପାର୍କ ଉଦଘାଟନ କରିବାକୁ ଯାଉଥିବା ବେଳେ ବିଧାୟକଙ୍କୁ ଘେରିଥିଲେ ଗ୍ରାମବାସୀ । କାହିଁକି ଆଜି ଯାଏଁ ଗାଁ କୁ ରାସ୍ତା ହୋଇପାରିନି ବୋଲି ପ୍ରଶ୍ନ କରିଥିଲେ । ହଟହଟା ହୋଇ ଶେଷରେ ଗାଁ ମୁଣ୍ଡରୁ ଫେରି ଆସିଛନ୍ତି ବିଧାୟକ ।
ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ପ୍ରଦୀପ୍ତ/ସମନ୍ୱୟ
