• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବ୍ୟାଙ୍କରେ ବନ୍ଧକ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଆତ୍ମସାତ ଘଟଣା, କର୍ମଚାରୀଙ୍କ ନାମରେ ଥାନରେ ରୁଜୁ ହେଲା ଏତଲା
Regional

ବ୍ୟାଙ୍କରେ ବନ୍ଧକ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଆତ୍ମସାତ ଘଟଣା, କର୍ମଚାରୀଙ୍କ ନାମରେ ଥାନରେ ରୁଜୁ ହେଲା ଏତଲା

CliQ INDIA
Last updated: November 6, 2025 12:25 pm
CliQ INDIA
Share
2 Min Read
SHARE

ଖୋର୍ଦ୍ଧା, ୦୫ ନଭେମ୍ବର(ହି.ସ.) – ବାଲୁଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ରୁ ଉକ୍ତ ବ୍ୟାଙ୍କର ଜନୈକ କର୍ମଚାରୀ ବନ୍ଧକ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଆତ୍ମସାତ କରିଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଗତ ଅଗଷ୍ଟ ୫ ରେ ଟଙ୍କା ଆତ୍ମସାତ ନେଇ ବାଲୁଗାଁ ଏସ୍‌ବିଆଇ ଶାଖା ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ସେଠି ବାଲୁଗାଁ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ଉକ୍ତ ବ୍ୟାଙ୍କରେ କାର୍ଯ୍ୟରତ ଥିବା ତତ୍କାଳୀନ ବରିଷ୍ଠ ସହାୟକ (ସିନିୟର ଆସୋସିଏଟ, କ୍ୟାସ ଇନଚାର୍ଜ) ଜିତେନ୍ଦ୍ର କୁମାର ବିଶ୍ୱାଳ ଅନ୍‌ଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ସହିବା ପରେ ଏହାର ଭରଣା ପାଇଁ ବାଲୁଗାଁ ଏସ୍‌?ବିଆଇ ବ୍ୟାଙ୍କରେ ବନ୍ଧକ ଥିବା ୧୨ ପ୍ୟାକେଟ ସୁନା ଅଳଙ୍କାର ଆଣି ବାଲୁଗାଁରେ ଥିବା ଏକାଧିକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବନ୍ଧା ରଖି ଟଙ୍କା ଆତ୍ମସାତ୍ କରିଥିଲେ।ସେହିପରି ଭାବେ ଏସ୍‌?ବିଆଇ ଏଟିଏମରେ ଭର୍ଲି ପାଇଁ ଆସିଥିବା ୬ ଲକ୍ଷ ୨୭ ହଜାର ଟଙ୍କା ଏବଂ ବ୍ୟାଙ୍କରୁ ୭୫ ହଜାର ନଗଦ ଟଙ୍କା ମଧ୍ୟ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସୁନା ଅଳଙ୍କାର ମୂଲ୍ୟ ଓ ନଗଦ ଅର୍ଥ ମିଶାଇ ମୋଟ ୭୬ ଲକ୍ଷ ୯୮ ହଜାର ଟଙ୍କା ସେ ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଛି।

ତେବେ ଉକ୍ତ ବ୍ୟାଙ୍କର କର୍ମଚାରୀ ଜଣକ ଶ୍ରୀ ବିଶ୍ୱାଳ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ଏସବିଆଇ ସର୍କଲର ଚିଫ ଜେନେରାଲ ମ୍ୟାନେଜର ଏବଂ ଜୁଲାଇ ୨୯ ତାରିଖରେ ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧକଙ୍କୁ ଚିଠି ଦ୍ୱାରା ଜଣାଇ ଫେରାର ହୋଇଯାଇଛନ୍ତି।

ଅନୁରୂପ ଭାବେ ଅନ୍‌ଲାଇନ ଟ୍ରେଡିଂରେ କ୍ଷତି ଦ୍ୱାରା ସେ ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲେ ଏବଂ ଭବିଷ୍ୟତରେ ହେବ ଯଦି ଆତ୍ମହତ୍ୟା କରିପାରନ୍ତି। ତେଣୁ ଉକ୍ତ ଆତ୍ମସାତ ଘଟଣାରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ସେ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉକ୍ତ ଚିଠିରେ ଲେଖିଥିଲେ। ବାଲୁଗାଁ ପୋଲିସ ଏ ନେଇ କେସ ନମ୍ବର ୨୩୫/୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଏନେଇ ଯେଉଁ ଗ୍ରାହକଙ୍କ ଟଙ୍କା ଓ ସୁନା ଅଳଙ୍କାର ଆତ୍ମସାତ ହୋଇଛି ସେମାନଙ୍କୁ ସେମାନଙ୍କ କ୍ଷତିପୂରଣ ନିଶ୍ଚିତ ମିଳିବ ବୋଲି ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀ ସେଠୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

…………………………………

ହିନ୍ଦୁସ୍ଥାନ ସମାଚାର / ରାକେଶ

You Might Also Like

ହସ୍ପିଟାଲରେ ନବୀନଙ୍କୁ ଭେଟିଲେ ବିଜେଡି ନେତା
ନୟାଗଡ଼ ଓ ବଲାଙ୍ଗିରରେ ଘନ କୁହୁଡ଼ି ଅନୁଭୂତ :କେନ୍ଦୁଝର, ଭବାନୀପାଟଣାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି
ବଲାଙ୍ଗିର ରେ ଦୁର୍ଗାପୂଜା ମେଢ଼ ଗୁଡିକରେ ମହାଷ୍ଟମୀ ପୂଜା
ଭାରତୀୟ ନୌସେନା ଦିବସରେସାହସୀ ସୈନିକମାନଙ୍କୁ  ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଦେଶି ମଦ ଚାଲାଣ ବେଳେ ଚଢଉ, ଜଣେ ଗିରଫ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଦୋହାଠାରେ ଦ୍ୱିତୀୟ ବିଶ୍ୱ ସାମାଜିକ ବିକାଶ ଶିଖର ସମ୍ମିଳନୀ
Next Article ମହିଳା କ୍ରିକେଟ ବିଶ୍ୱକପ୍ ଷ୍ଟାର ସ୍ନେହା ରାଣାଙ୍କୁ 50 ଲକ୍ଷ ଦେବେ ଧାମୀ ସରକାର
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?