ଭୁବନେଶ୍ୱର, 13 ଜାନୁଆରୀ (ହି.ସ.) ଲୋହରିର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ହର୍ଷ ଓ ଉଲ୍ଲାସର ପବିତ୍ର ପର୍ବ ଲୋହଡିର ହାର୍ଦ୍ଦିକ ଶୁଭକାମନା । ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଏବଂ ସମୃଦ୍ଧି ଆଣିଦେଉ । ଏହାହିଁ କାମନା କରୁଛି । ଲୋହଡିର ଅନେକ ଅନେକ ଶୁଭେଚ୍ଛା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
