ନୂଆଦିଲ୍ଲୀ, 15 ଅଗଷ୍ଟ (ହି.ସ.)-ଆଜି ଦେଶ ପାଳୁଛି ୭୯ତମ ସ୍ବାଧିନତା ଦିବସ । ଏହି ଅବସରରେ ସ୍ୱାଧୀନତା ଦିବସର
ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ
ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭକାମନା । ମୋର ଏହାହିଁ କାମନା ଯେ, ଏହି ସୁଅବସର ସମସ୍ତ
ଦେଶବାସୀଙ୍କ ଜୀବନରେ ନୂଆ ଉତ୍ସାହ ଓ ନୂଆ ସ୍ଫୂର୍ତ୍ତି ନେଇକରିଆସୁ, ଯାହାଦ୍ୱାରା ବିକଶିତ
ଭାରତର ନିର୍ମାଣକୁ ନୂଆ ଗତି ମିଳିବ । ଜୟ ହିନ୍ଦ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
