ହୁଗୁଳି, 1 ଜାନୁଆରୀ (ହି.ସ.) ହାୱଡା-ବ୍ୟାଣ୍ଡେଲ ରେଳପଥର ଟ୍ରାକରେ ଫାଟ ଦେଖାଦେଇଛି । ଏହି କାରଣରୁ ସୋମବାର ସକାଳେ ଟ୍ରେନ ଚଳାଚଳକୁ ରୋକାଯାଇଛି । ଛାତୁଗଞ୍ଜ ଅଞ୍ଚଳର ଶେୱଡାଫୁଲି ଷ୍ଟେସନ ନିକଟ ଲାଇନ ନମ୍ବର 6ରେ ସକାଳ ପ୍ରାୟ ସାଢେ 7ଟାରେ ଫାଟଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହାପରେ ଟ୍ରାକ ମରାମତି କାମ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
