ଜୟପୁର, 21 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜସ୍ଥାନରେ ପ୍ରଚାର କରିବେ । ଏଠାରେ ସେ ଅନ୍ତା, କୋଟା ଓ କରୌଲିରେ ଜନସଭାକୁ ସମ୍ବୋଧିତ କରିବେ । ସନ୍ଧ୍ୟାରେ ରାଜଧାନୀ ଜୟପୁରରେ ରୋଡ ଶୋ କରିବେ ପିଏମ ମୋଦି ।ଆଦର୍ଶନଗର, ମାଲଭିୟ ନଗର, ହୱାମଡଲ ଓ କିଶନପୋଲ ବିଧାନସଭା ଦେଇ ଏହି ରୋଡ୍ ଶୋ ଯିବ ବୋଲି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
