
ଭୁବନେଶ୍ୱର, 21 ନଭେମ୍ବର (ହି.ସ.) ରାଜ୍ୟରେ କୋହଲା ପାଗ ଅନୁଭୂତ ହୋଇଛି । ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହୋଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିଛି । ଭୁବନେଶ୍ୱର ସମେତ ପୁରୀ,ଜଗତସିଂହପୁର, ଗଞ୍ଜାମରେ ବର୍ଷା ରେକର୍ଡ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
