ଭୁବନେଶ୍ୱର, 22 ଅକ୍ଟୋବର : ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ । ସୋସିଆଲ ମିଡିଆ ଏକ୍ସରେ ପବିତ୍ର ମହାଷ୍ଟମୀ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ନବରାତ୍ରୀର ଏହି ପବିତ୍ର ଅବସରରେ ମା ‘ ମହାଗୌରୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା ଭରିଦିଅନ୍ତୁ ବୋଲି କାମନା କରିଛନ୍ତି ।
