ଭୁବନେଶ୍ୱର, 14 ନଭେମ୍ବର : ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଶିଶୁଦିବସର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । ଦେଶର ପ୍ରଗତି ଓ ଉନ୍ନତିର କର୍ଣ୍ଣଧାର ସମସ୍ତ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କ ନିକଟରେ କାମନା କରୁଛି ।
