ରାୟପୁର, 14 ନଭେମ୍ବର : କେନ୍ଦ୍ର ମହିଳା ଓ ଶିଶୁ ବିକାଶମନ୍ତ୍ରୀ ସ୍ମୃତି ଇରାନୀ ଆଜି ଛତିଶଗଡ ଗସ୍ତ କରିଛନ୍ତି । ଛତିଶଗଡର ଶକ୍ତିରେ 12.30ରେ, ଦ୍ୱିପ୍ରହର 1.50ରେ କୋଟାରୀ, ଲୋରମୀରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । 3ଟା ବେଳେ କୋଟାରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରି ରାତିରେ ରାଜଧାନୀ ରାୟପୁରରେ ରାତ୍ରିବିଶ୍ରାମ କରିବେ ।
