• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଦୁର୍ଗା ବାହିନୀର ୩୩ତମ ପ୍ରତିଷ୍ଠା ଦିବସ
Regional

ଦୁର୍ଗା ବାହିନୀର ୩୩ତମ ପ୍ରତିଷ୍ଠା ଦିବସ

CliQ INDIA
Last updated: October 22, 2023 4:22 pm
CliQ INDIA
Share
2 Min Read
SHARE

ଭୁବନେଶ୍ୱର, 21 ଅକ୍ଟୋବର – ବିଶ୍ୱ ହିନ୍ଦୁ ପରିଷଦର ମାତୃଶକ୍ତି ବିଭାଗ ରୂପେ ପରିଚିତ ଦୁର୍ଗା ବାହିନୀର ୩୩ତମ ସ୍ଥାପନା ଦିବସ ଆଜି ଭୁବନେଶ୍ୱର ମହାନଗର ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ପରିଷଦ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ନବରାତ୍ରୀ ଉପଲକ୍ଷେ କନ୍ୟା ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।

କାର୍ଯ୍ୟକର୍ତାମାନଙ୍କ ଉପସ୍ଥିତି ମଧ୍ୟରେ ଦୀପ ପ୍ରଜ୍ଜ୍ୱଳନ ସହ ମା ‘ ଦୁର୍ଗାଙ୍କର ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦୁର୍ଗା ବାହିନୀର ଅଖିଳ ଭାରତୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ପାରମିତା ମାହାଲା ସନାତନ ସଂସ୍କୃତିର ସୁରକ୍ଷା ପାଇଁ ମାତୃଶକ୍ତି ଦାୟିତ୍ୱବାନ୍ ହେବା ସହ ଆମର ପରିବାରଗୁଡ଼ିକ ସଂସ୍କୃତି ସଂପନ୍ନ ହେବା ଆବଶ୍ୟକ ବୋଲି କହିଥିଲେ । ବିଶେଷ ଭାବରେ ଆଜି ଦିନରେ ହିନ୍ଦୁ ଯୌଥ ପରିବାର ସଂରଚନା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନାରୀ ଅବଳା ନୁହେଁ ସେ ମାଆ ଦୁର୍ଗା କାଳୀଙ୍କ ପରି ସମର୍ଥା ଏବଂ ସଂସାରରେ ଥିବା ଅନ୍ୟାୟ ଅତ୍ୟାଚାର ରୂପୀ ମହିଷାସୁମାନଙ୍କୁ ବଧ କରିବାରେ ନିପୂଣା ବୋଲି କହିଥିଲେ । ଆଜିର ମହିଳା ମାନଙ୍କୁ ସେ ମାଆ ଦୁର୍ଗାଙ୍କ ଭଳି ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ସହ ଅବତୀର୍ଣ୍ନା ହେବା ପାଇଁ ଆହ୍ୱାନ କରିଥିଲେ । ଦୁର୍ଗା ବାହିନୀର କ୍ଷେତ୍ର ସଂଯୋଜିକା ଶ୍ରୀମତୀ ଝରଣା ଜେନା ଦୁର୍ଗା ବାହିନୀ ଗଠନର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଗାଁ ଗାଁରେ ପ୍ରତି ଘରେ ପହଂଚି ଆମର ମାତୃଶକ୍ତିଙ୍କୁ ଦେଶର ସଂସ୍କୃତି ପ୍ରତି ଜାଗୃତି ଆଣିବାର ଦାୟୀତ୍ୱ ଆମେ ସମସ୍ତେ ନେବା ପାଇଁ ଆଗ୍ରହ କରିଥିଲେ । ଆଗାମୀ ଦିନରେ ଆମ ସଂସ୍କୃତିର ଭବିଷ୍ୟତ କନ୍ୟାମାନଙ୍କ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଜିଲ୍ଳା ସଂଯୋଜିକା ଲୋପାମୁଦ୍ରା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମାତୃଶକ୍ତି ସଂଯୋଜିକା ଶ୍ରୀମତୀ ମାଳତୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ଭୁବନେଶ୍ୱରର ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ରଥ, କାର୍ଯ୍ୟକାରୀ ସଭାପତି ପ୍ରଦିପ କୁମାର ମହାନ୍ତି , ସମ୍ପାଦକ ଶୁଭ୍ରାଂଶୁ ଶେଖର ଶତପଥୀ,ବରୁଣ ପ୍ରଧାନ, ହରପ୍ରସାଦ ମିଶ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

You Might Also Like

ରବି ଧାନ ସଂଗ୍ରହକୁ ନେଇ ବିଜେଡିର ଉଦବେଗ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ତିନି ସୂତ୍ର ଦାବି ରଖିଲା ବିଜେଡି
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ କାର୍ଯ୍ୟକ୍ରମରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା
ରାଜଯୋଗିନୀ କମଳେଶ ଦିଦିଜୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ବିଜେପି ନେତାଙ୍କ ବିଜେଡ଼ିରେ ଯୋଗଦାନ – Hindusthan Samachar Odia
ହନ୍ତାଳଗୁଡା ଘାଟିରେ ଦୁର୍ଘଟଣାରେ 6ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାଗାଁରେ ପହଞ୍ଚିଲା 6ଜଣଙ୍କ ମୃତଦେହ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article 1700 କୋଟି ପ୍ରୋଜେକ୍ଟ, ଗଙ୍ଗା ସେତୁ, ମନ୍ତ୍ରୀ ଅନୁପ୍ରିୟା, ବ୍ୟବସାୟୀଙ୍କ ଆଶ୍ୱସ୍ତି, ମିର୍ଜାପୁର ବଦଳ।
Next Article ବୀରଯୋଦ୍ଧା ଅଶଫାକ୍ ଉଲ୍ଲା ଖାନଙ୍କ ସ୍ମୃତିଚାରଣ କଲେ ଯୋଗୀ ଆଦିତ୍ୟନାଥ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?