ଭୁବନେଶ୍ୱର, 25 ନଭେମ୍ବର (ହି.ସ.) ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ଦୂରୀକରଣ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହିଳା ସଶକ୍ତିକରଣ ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ । ମହିଳାମାନଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ ଦିବସରେ, ଆସନ୍ତୁ ମହିଳାମାନଙ୍କ ପାଇଁ ଏକ ଉତ୍ତମ ବିଶ୍ୱ ଗଠନ ପାଇଁ ଆମର ପ୍ରତିଶ୍ରୁତି ନବୀକରଣ କରିବା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
