• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ରବୀନ୍ଦ୍ର ଚହ୍ୱାଣ ହେବେ ମହାରାଷ୍ଟ୍ର ବିଜେପିର ନୂଆ ରାଜ୍ୟ ସଭାପତି, ନିର୍ବିରୋଧରେ ନିର୍ବାଚିତ
National

ରବୀନ୍ଦ୍ର ଚହ୍ୱାଣ ହେବେ ମହାରାଷ୍ଟ୍ର ବିଜେପିର ନୂଆ ରାଜ୍ୟ ସଭାପତି, ନିର୍ବିରୋଧରେ ନିର୍ବାଚିତ

CliQ INDIA
Last updated: July 2, 2025 10:55 am
CliQ INDIA
Share
2 Min Read
SHARE

• କିରେନ ରିଜିଜୁ ମୁମ୍ବାଇରେ କଲେ ଘୋଷଣା

ମୁମ୍ବାଇ, ୦୧ ଜୁଲାଇ (ହି.ସ.) । ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ଚହ୍ୱାଣଙ୍କୁ ଆଜି (ମଙ୍ଗଳବାର) ମହାରାଷ୍ଟ୍ର ବିଜେପିର ନୂଆ ରାଜ୍ୟ ସଭାପତି ଭାବେ ନିର୍ବାଚିତ କରାଯାଇଛି । ବିଜେପି ନେତା ଓ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ଏବଂ ଅଲ୍ପସଂଖ୍ୟକ ବିକାଶ ମନ୍ତ୍ରୀ କିରେନ ରିଜିଜୁ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଚହ୍ୱାଣ, ବର୍ତ୍ତମାନ ରାଜ୍ୟ ସଭାପତିଚନ୍ଦ୍ରଶେଖର ବାୱଣକୁଳେଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍, ପୂର୍ବତନ ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱଣକୁଳେ, ଆଶିଷ ଶେଳାର, ବିନୋଦ ତାଵଡେ ସହିତ ବିଜେପିର ଅନେକ ବିଧାୟକ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ଚହ୍ୱାଣ ନିର୍ବିରୋଧରେ ବିଜେପିର ରାଜ୍ୟ ସଭାପତିଭାବେ ଚୟନ ହୋଇଛନ୍ତି, ଯଦିଓ କିଛି ଦିନ ପୂର୍ବରୁ ସେ ବିଜେପିର କାର୍ଯ୍ୟକାରୀ ରାଜ୍ୟ ସଭାପତିପଦର ଦାୟିତ୍ୱ ଗ୍ରହଣ କରିଥିଲେ। ମୁମ୍ବାଇର ୱର୍ଳି ଡୋମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ କିରେନ ରିଜିଜୁ ରବୀନ୍ଦ୍ର ଚହ୍ୱାଣ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏତେ ବେଶି ଭିଡ଼ ହୋଇଥିଲା ଯେ ବିଜେପି କାର୍ଯ୍ୟକର୍ତ୍ତାମାନେ ଠିଆ ହୋଇ କାର୍ଯ୍ୟକ୍ରମ ଦେଖିବାକୁ ବାଧ୍ୟ ହୋଇଥିଲେ। ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତିପଦ ପାଇଁ କେବଳ ରବୀନ୍ଦ୍ର ଚହ୍ୱାଣ ମାନେ ଏକମାତ୍ର ଆବେଦନ ଦାଖଲ କରିଥିଲେ। ଯେହେତୁ ଅନ୍ୟ କେହି ଆବେଦନ ଦାଖଲ କରିନଥିଲେ, ତେଣୁ ରବୀନ୍ଦ୍ର ଚହ୍ୱାଣଙ୍କୁ ବିଜେପିର ନୂଆ ରାଜ୍ୟ ସଭାପତିଭାବରେ ନିର୍ବିରୋଧରେ ଚୟନ କରାଯାଇଛି ।

ଆଗାମୀ ନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ରବୀନ୍ଦ୍ର ଚହ୍ୱାଣଙ୍କ ଚୟନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି। ରବୀନ୍ଦ୍ର ଚହ୍ୱାଣ ଡୋମ୍ବିଭିଲି ବିଧାନସଭା ଅଞ୍ଚଳରୁ ୪ଥର ନିର୍ବାଚିତ ହୋଇଛନ୍ତି। ସେ ଜଣେ ପ୍ରଭାବଶାଳୀ ନେତା ଓ ତୃଣମୂଳ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି।

ରବୀନ୍ଦ୍ର ଚହ୍ୱାଣ ବିଜେପି ଯୁବ ମୋର୍ଚ୍ଚା ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ ଓ କଲ୍ୟାଣ-ଡୋମ୍ବିଭିଲି ନଗର ନିଗମରେ ପାର୍ଷଦ, ସ୍ଥାୟୀ ସମିତି ଅଧ୍ୟକ୍ଷ, ୪ଥର ବିଧାୟକ, ବିଜେପିର ରାଜ୍ୟ ମହାସଚିବ ଓ ମନ୍ତ୍ରୀ ଭାବେ ବିଭିନ୍ନ ଦାୟିତ୍ୱ ନିଭାଇଛନ୍ତି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ନିଜର କ୍ୟାରିୟର ଆରମ୍ଭ କରି ବିଜେପିର ରାଜ୍ୟ ସଭାପତିପଦ ପର୍ଯ୍ୟନ୍ତ ରବୀନ୍ଦ୍ର ଚହ୍ୱାଣଙ୍କ ଯାତ୍ରା ଲୋକପ୍ରଶଂସାର ଯୋଗ୍ୟ। ରବୀନ୍ଦ୍ର ଚହ୍ୱାଣଙ୍କ ଚୟନ ସହିତ ମହାରାଷ୍ଟ୍ରରେ ବିଜେପିର ସଂଗଠନାତ୍ମକ କାର୍ଯ୍ୟକଳାପକୁ ଏକ ନୂଆ ନେତୃତ୍ୱ ମିଳିଛି ଏବଂ ଆଶା କରାଯାଉଛି ଯେ ଦଳ ଆସନ୍ତା ନିର୍ବାଚନଗୁଡ଼ିକ ପାଇଁ ପୁଣିଥରେ ସକ୍ରିୟ ହେବ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ସୁପ୍ରିମକୋର୍ଟ ୨୦୨୧ ଗୋପନୀୟତା ନୀତି ବିବାଦକୁ ନେଇ CCI ଲଗାଇଥିବା ୨୧୩ କୋଟି ଟଙ୍କା ଜରିମାନା ବିରୋଧରେ ମେଟା ଏବଂ ହ୍ୱାଟ୍ସଆପ୍‌ର ଅପିଲ୍‌ ଶୁଣାଣି କରିବେ।
ଉତ୍ତରାଖଣ୍ଡରେ ପୁଣି ଫାଟିଲା ବାଦଲ, ରୁଦ୍ରପ୍ରୟାଗ ଓ ଚମୋଲିରେ ବିପର୍ଯ୍ୟୟ
ଆଜି ଜେପି ନଡ୍ଡାଙ୍କ କେରଳ ଗସ୍ତ, ପ୍ରଦେଶ ବିସ୍ତାରିତ କାର୍ଯ୍ୟକାରିଣୀ ବୈଠକକୁ କରିବେ ସମ୍ବୋଧନ | BulletsIn
ସଂସଦର ଶୀତକାଳୀନ ଅଧିବେଶନ ଆଜି ଠାରୁ
ଉପରାଷ୍ଟ୍ରପତିଙ୍କ ଅପମାନ ନିନ୍ଦନୀୟ- ଅନୁରାଗ ଠାକୁର

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବଲାଙ୍ଗିର ଜିଲ୍ଲାରେ ୭୬ ତମ ବନ ମହୋତ୍ସବ ଆରମ୍ଭ, ସବୁଜ ରଥ ଗଡିଲା
Next Article ବିକଶିତ କୃଷି ସଂପର୍କୀତ ଅଭିଯାନ କାର୍ଯ୍ୟକ୍ରମ ଦିଗହରା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?