• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ, ପ୍ରଥମ ଭୋଟ ଦେଲେ ପିଏମ ମୋଦି
National

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ, ପ୍ରଥମ ଭୋଟ ଦେଲେ ପିଏମ ମୋଦି

CliQ INDIA
Last updated: September 9, 2025 5:21 pm
CliQ INDIA
Share
1 Min Read
SHARE

ନୂଆଦିଲ୍ଲୀ, 9 ସେପ୍ଟେମ୍ବର (ହି.ସ.)- ଭାରତର ୧୭ତମ

ଉପରାଷ୍ଟ୍ରପତି ଚୟନ ପାଇଁ ମଙ୍ଗଳବାର ସକାଳ ୧୦ଟାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି

ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନରେ ପହଞ୍ଚି ସବୁଠୁ ପ୍ରଥମେ

ଭୋଟ ଦେଇଥିଲେ। ମତଗଣନା ଆଜି ସନ୍ଧ୍ୟାରେ କରାଯିବ।

ଏହି ନିର୍ବାଚନରେ ଏନଡିଏପକ୍ଷରୁ ସିପିରାଧାକୃଷ୍ଣନ ଓ ବିରୋଧୀ ମେଂଟର ସଂଯୁକ୍ତ ପ୍ରାର୍ଥୀ ବି.

ସୁଦର୍ଶନ ରେଡ଼୍ଡିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ

ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ନୂଆ ସଂସଦ ଭବନରେ ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

ଏଥିରେ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଭୋଟ ଦେବେ। ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ପ୍ରଥମେ ଭୋଟ

ଦେଇଥିଲେ। ସେ ଆଜି ବନ୍ୟା ପ୍ରଭାବିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ଗସ୍ତରେ ମଧ୍ୟ ଯିବେ।

ଏହି ନିର୍ବାଚନରେ ଏନଡିଏ

ପକ୍ଷରୁ ସି. ପି. ରାଧାକୃଷ୍ଣନ ଓ ବିରୋଧୀ ମେଂଟର ସଂଯୁକ୍ତ ପ୍ରାର୍ଥୀ ବି. ସୁଦର୍ଶନ

ରେଡ଼୍ଡିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର କିଛି ଘଣ୍ଟା

ପୂର୍ବରୁ ଏନଡିଏ ପ୍ରାର୍ଥୀ ସି. ପି. ରାଧାକୃଷ୍ଣନ ଲୋଧି ରୋଡ଼ ସ୍ଥିତ ଶ୍ରୀରାମ ମନ୍ଦିରରେ ପୂଜା

ଅର୍ଚ୍ଚନା କରିଥିଲେ।

ଦେଶର ତିନିଟି ରାଜନୈତିକ ଦଳ

ଏହି ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଛନ୍ତି। ଓଡ଼ିଶାରୁ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା

ଦଳ, ପଞ୍ଜାବର ଶିରୋମଣି ଅକାଳି ଦଳ, ଓ ତେଲେଙ୍ଗାନାରୁ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ଏଥିରୁ ଦୂରେଇ ରହିଛନ୍ତି ।

ଅଲ୍ ଇଣ୍ଡିଆ

ମଜଲିସ-ଇ-ଇତ୍ତେହାଦୁଲ୍ ମୁସଲିମିନ୍ ଓ ଆମ ଆଦମୀ ପାର୍ଟି ବିରୋଧୀ ମେଂଟର ପ୍ରାର୍ଥୀଙ୍କୁ

ସମର୍ଥନ ଦେଇଛନ୍ତି। ଅନ୍ୟପଟେ ୱାଇଏସଆରପି ଏନଡିଏପ୍ରାର୍ଥୀକୁ ସମର୍ଥନ ଦେଇଛି।

—————

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

You Might Also Like

ସିକିମରୁ ଦୋରଜି ତଶୋରିଙ୍ଗ ଲେପଚାଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି
ଯୋଗକୁ ସାର୍ବଭୌମିକ କରିଛନ୍ତି ପିଏମ ମୋଦି, ଭାରତ ନୂଆ ବିଶ୍ୱ ରେକର୍ଡ କରିବାର ନିକଟତର- ପବନ କଲ୍ୟାଣ
ପଶ୍ଚିମବଙ୍ଗରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣ ଘଟଣାରେ ଦୁଇ ଗିରଫ
ଲାଲ ସାଗରରେ ସୁରକ୍ଷା ମିଳିତ ମଂଚରେ ଯୋଗଦେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନାହିଁ- ବୈଦେଶିକ ମନ୍ତ୍ରଣାଳୟ
ନେପାଳରେ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି, ଏବେ ସୁଦ୍ଧା 129ଜଣଙ୍କ ମୃତଦେହ ଉଦ୍ଧାର ଜାଜରକୋଟ ଜିଲ୍ଲାରେ ସର୍ବାଧିକ କ୍ଷତି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପ ମୁଖ୍ୟମନ୍ତ୍ରୀ
Next Article ମୋବାଇଲ ଓ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବାକୁ ପ୍ରଭାତି ପରିଡାଙ୍କ ଅପିଲ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?