ଅଯୋଧ୍ୟା, ୩୦ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକଦିବସୀୟ ଅଯୋଧ୍ୟା ଗସ୍ତରେ ଆସି ପୁର୍ନବିକଶିତ ଅଯୋଧ୍ୟା ଧାମ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି । ଏଥିସହିତ ପ୍ରଥମ ଅମୃତ ଭାରତ ଟ୍ରେନ୍ ଗଡିଛି । ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ପରିଚାଳିତ ହେବାକୁ ଥିବା ୨ଟି ଅମୃତ ଭାରତ ଟ୍ରେନ୍ ଏବଂ ୬ଟି ବନ୍ଦେ ଭାରତ ଟ୍ରେନ୍ କୁ ମଧ୍ୟ ପ୍ରଧାନମନ୍ତ୍ରୀ ସବୁଜ ପତକା ଦେଖାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
