ଭୁବନେଶ୍ୱର, ୧୦ ଅକ୍ଟୋବର (ହି.ସ)- ରାଜ୍ୟରୁ ବିଦାୟ ନେବ ମୌସୁମୀ । ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
ଦୀର୍ଘ ୧୬ ବର୍ଷ ପରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲା। ଜୁନ୍ ବଦଳରେ ମେ ମାସ ଶେଷ ଆଡକୁ ମୌସୁମୀ ଓଡ଼ିଶା ଛୁଇଁଥିଲା।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
