ଭୁବନେଶ୍ୱର, 9 ସେପ୍ଟେମ୍ବର (ହି.ସ.)
– ପୂର୍ବତନ
ମୁଖ୍ୟମନ୍ତ୍ରୀ ଡ଼. ସଦାଶିବ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ
ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼. ସଦାଶିବ ତ୍ରିପାଠୀଙ୍କ
ପୁଣ୍ୟତିଥିରେ ବିନମ୍ର ପ୍ରଣାମ ଜଣାଉଛି। ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର
ସମାଜସେବା ସହ ଜଣେ ଜନସେବକ ଭାବେ ତାଙ୍କର
କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
