ଭୁବନେଶ୍ୱର, 1 ମାର୍ଚ୍ଚ : – ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଂଟକୁ ନେଇ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ସହପ୍ରଭାରୀ ଲତା ଉସେଣ୍ଡି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଡବଲ ଇଞ୍ଜିନ ସରକାରରେ ଯେମିତି ଚାହିଁବେ ସେମିତି ବିକାଶ ହେବ । ଜନତା ମୋଦିଙ୍କ ସହ ଅଛନ୍ତି ।
