ମାଥିଲି ବ୍ଲକ୍ ମେକା ପଞ୍ଚାୟତ ଦାମାପଡ଼ାରେ ଆଜି ୨୪୫ ଭୂମିୟା ଗ୍ରାମର କୁଳ ନାୟକ, ସଭାପତି, ନାୟକ ଓ ଚାଲଣରେ ଏକତ୍ରିତ ହୋଇ ଏକ ଗଭୀର ବୈଠକ କରାଯାଇଛି। ଏହି ବୈଠକରେ ୨୦୧୨ ରେ ପ୍ରଣୀତ ଜାତି ନିୟମରେ ପୁଣିଥିବା, ଜନ୍ମଥାରେ ମୃତ୍ୟୁପର୍ଯ୍ୟନ୍ତ ଏବଂ ବିଭିନ୍ନ କାର୍ଯ୍ୟରେ ଆଲୋଚନା ହୋଇଥିଲା। ପର୍ବାରେ କାର୍ଡ୍ ବାଣ୍ଟା, ବିଦେଶ ମାଦର କାରବାର, ଅନ୍ୟ ଜାତିରେ ବିବାହ, ଗଣ ପର୍ବରେ ମାଇକ୍ ବଜାଇ ଖର୍ଚ୍ଚ ନକରିବା ପାଇଁ ଆଲୋଚନା ହୋଇଥିଲା।
ବୈଠକରେ ହାଜର ଥିବାରେ ଛିଲେ ଲଛମନ ନାୟକ, ସଭାପତି ଘନ ନାୟକ, ଉପଦେଷ୍ଟା ଜଗନ୍ନାଥ ପୂଜାରୀ ସହ ୧୫ ଏରିଆରେ ୫୦୦ ଅଧିକ ଲୋକ ଉପସ୍ଥିତ ଥିଲେ।
BulletsIn
- କାର୍ଡ ବାଣ୍ଟିବା
- ବିଦେଶୀ ମାଦର କାରବାର
- ଅନ୍ୟ ଜାତିରେ ବିବାହ
- ଗଣ ପର୍ବରେ ମାଇକ ବଜାଇ ଖର୍ଚ୍ଚ ନକରିବା
- ରାଜନୀତିରୁ ଉର୍ଦ୍ଧରେ ରହି ସମାଜରେ ଶିକ୍ଷାରେ ଉନ୍ନତି
- ଚାଷରେ ଉନ୍ନତି
- ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବା
- ଗଣେଶ ପୂଜା ଓ ବିଭିନ୍ନ ପର୍ବରେ ଖର୍ଚ୍ଚ ନକରିବା
