ଷ୍ଟେସନରୋଡ ସ୍ଥିତ ବୁଦ୍ଧ ମନ୍ଦିରରେ ଇଣ୍ଟରନ୍ୟାସିନାଲ ଆସୋସିଏସନ ଫର ଦି ଫିଉଚର ଅଫ ହିୟୁମ୍ୟାନିଟି ତରଫରୁ ହିରୋସୀମା ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଡ଼କ୍ଟର ସଦାନନ୍ଦ ମିଶ୍ରଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ବେଦପାଠ ଓ ପ୍ରଦୀପ ପ୍ରଜ୍ବଳନ ସହ ନିରୀହ ମାନଙ୍କ ପାଇଁ ନିରବ ପାର୍ଥନା କରାଯାଇଥିଲା।
BulletsIn
- ସ୍ବର୍ଗତ ଡ଼କ୍ଟର ସଦାନନ୍ଦ ମିଶ୍ରଙ୍କର ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ।
- ବେଦପାଠ ଓ ପ୍ରଦୀପ ପ୍ରଜ୍ବଳନ।
- ଆଠଟା ତେର ମିନିଟରେ ହିରୋସୀମା, ଯୁକ୍ରେନ ଏବଂ ଗାଜ଼ାର ନିରୀହ ମୃତଙ୍କ ଉଦ୍ଦେଶ୍ୟରେ ନିରବ ପାର୍ଥନା।
- ଜ୍ୟୋର୍ତିବିତ ଅନାମ ସାହୁଙ୍କ ପାରିଚୟ ଓ ଶାନ୍ତି କାର୍ଯ୍ୟକ୍ରମର ତାଲିକା।
- ସମାଜସେବୀ ହେକ୍ଟର ମିଶ୍ରଙ୍କ ଶାନ୍ତି ଓ ମଣିଷର ଜୀବନ ଉପରେ ବକ୍ତବ୍ୟ।
- ବିଭିନ୍ନ ସ୍କୁଲର ଛାତ୍ରମାନଙ୍କର ଶାନ୍ତିର ଆବଶ୍ୟକତା ଉପରେ ବକ୍ତବ୍ୟ।
- ସରକାର ତୃଣମୂଳ ସ୍ତରରେ କଣପାଇଁ ଶାନ୍ତି ପାଇଁ କାର୍ଯ୍ୟ କରୁନାହାଁତି ଉପରେ ଆଲୋଚନା।
- ଶାନ୍ତିର ସତ୍ତାର ପତନ ଉପରେ ସମାଜସେବୀ ମାନଙ୍କ ବକ୍ତବ୍ୟ।
- ନାଟ୍ୟକାର ଓ ବିଭିନ୍ନ ଅତିଥିମାନଙ୍କର ସଞ୍ଚIଳନା।
- କପୋତ ଉଡାଇବା ଓ ଶାନ୍ତି ଶୋଭାଯାତ୍ରା ବୁଦ୍ଧ ମନ୍ଦିରରୁ ଜ଼ିଲ୍ଲା ସ୍କୁଲ ପର୍ଯ୍ୟନ୍ତ।
