• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ପଂଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ
Regional

ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ପଂଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ

CliQ INDIA
Last updated: March 6, 2024 12:00 pm
CliQ INDIA
Share
2 Min Read
SHARE

ଭବାନୀପାଟଣା , ମହାନ୍ ଜନନାୟକ ପ୍ରବାଦ ପୁରୁଷ ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ହୋଇଯାଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସମ୍ମାନୀତ ଅତିଥି ରୂପେ ସି ଡି ଓ ଜିଲ୍ଲାପରିଷଦ ମଧୁ ଛନ୍ଦା ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦିଲ୍ଲୀପ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାଗଣ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନ, ବ୍ୟକ୍ତିତ୍ୱ,ସାହସ,ସମୃଦ୍ଧ ଓଡିଶାର ବିନ୍ଧାଣୀ ଓ ବିଭିନ୍ନ ଦୃଢ଼ ଭିତ୍ତିଭୂମି ତଥା ବିକାଶର ରଚୟିତା,ଜିଲ୍ଲା ପୁନଃଗଠନ ,ନାରୀ ସଶକ୍ତିକରଣ, ପଞ୍ଚାୟତିରାଜ ବ୍ୟବସ୍ଥା ରେ ମହିଳାଙ୍କ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଉପରେ ନିଜର ମତାମତ ଦେଇଥିଲେ ।ଏହି ଅବସରରେ ପଞ୍ଚାୟତସ୍ତରରେ ବିଭିନ୍ନ ଯୋଜନା ର ସଫଳ ରୂପାୟନ ପୁସ୍ତିକା ରେ ପ୍ରଥମ କଲମପୁର ପଞ୍ଚାୟତ ,ଦ୍ୱିତୀୟ ଗୋଲାମୁଣ୍ଡା ପଞ୍ଚାୟତଏବଂ ଲାଞ୍ଜିଗଡ ବ୍ଲକ ର ତ୍ରିଲୋଚନପୁର ପଞ୍ଚାୟତ,ତୃତୀୟ ପୁରସ୍କାର ରୂପେ ଜୁନାଗଡ ବ୍ଲକ ର ହାବସପୁର ପଞ୍ଚାୟତ, ନର୍ଲା ପଞ୍ଚାୟତ ଓ କୋକସରା ପଞ୍ଚାୟତ ର ସରପଞ୍ଚ, ନାଏବ ସରପଞ୍ଚ ଓ ପଂଚାୟତ ଅଧିକାରୀ ପୂରସ୍କାର ସର୍ଟିଫିକେଟ୍ ଗ୍ରହଣ କରିଥିଲେ ।ସେଭଳି ବ୍ଲକ୍ ସ୍ତରରେ ବିଭିନ୍ନ ଯୋଜନା ର ଭି ଡି ଓ ଡକ୍ୟୁମେଣ୍ଟଟେସନ ରେ ପ୍ରଥମ ଭବାନୀପାଟଣା ବ୍ଲକ୍, ଦ୍ୱିତୀୟ ଜୟପାଟଣା ଓ ଲାଞ୍ଜିଗଡ, ତୃତୀୟ କେସିଙ୍ଗା ଓ ଧର୍ମଗଡ ବ୍ଲକ୍ ର ପୁରସ୍କାର ସଂପୃକ୍ତ ବ୍ଲକ ଅଧ୍ୟକ୍ଷ,ବି ଡି ଓ ଗଣ ଗ୍ରହଣ କରିଥିଲେ । ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ରୂପେ ଜିଲ୍ଲାର ପ୍ରଥମ ପୁରସ୍କାର ଲାଞ୍ଜିଗଡ ବ୍ଲକ୍ ର ଜଗନ୍ନାଥପୁର ପଞ୍ଚାୟତ ୧,୫୦,୦୦୦ ଟଙ୍କା, ଦ୍ୱିତୀୟ ଜୟପାଟଣା ବ୍ଲକ ର ସର୍ଗିଗୁଡ଼ା ପଞ୍ଚାୟତ ୧,୨୫,୦୦୦ ଟଙ୍କା, ତୃତୀୟ ଜୁନାଗଡ ବ୍ଲକ ର ଚିଚେଗୁଡା ପଞ୍ଚାୟତ ୧,୦୦,୦୦୦ ଟଙ୍କା ଓ ସାର୍ଟିଫିକେଟ ସଂପୃକ୍ତ ସରପଞ୍ଚ ଗ୍ରହଣ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପୋଷଣ ଅଭିଯାନ ପୁରସ୍କାରରେ କଲମପୁର ପୁଷ୍ଟି ପଞ୍ଚାୟତ ରୂପେ ୫୦,୦୦୦ ଟଙ୍କା, ସେଭଳି ପ୍ରଥମ ପୁରସ୍କାର ରୂପେ ନର୍ଲା ର ସାନ୍ତପୁର ଅଙ୍ଗନବାଡ଼ି କେନ୍ଦ୍ର ୨୦,୦୦୦ ଟଙ୍କା, ଦ୍ୱିତୀୟ ରୂପେ ଜୁନାଗଡ ବ୍ଲକ ର ନକଟିଗୁଡା ଅଙ୍ଗନବାଡ଼ି କେନ୍ଦ୍ର ୧୫,୦୦୦ ଟଙ୍କା,ତୃତୀୟ ନର୍ଲା ବ୍ଲକର ଯୁରକାଭଟା ଅଙ୍ଗନବାଡ଼ି କେନ୍ଦ୍ର ୧୦,୦୦୦ ଟଙ୍କା ଓ ସାର୍ଟୀ ଫିକେଟ ଗ୍ରହଣ କରିଥିଲେ । ସଭାଟିକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ପରିଚାଳନା କରିଥିଲେ ।ସଭାରେ ସଂପୃକ୍ତ ବ୍ଲକର ଜନ ପ୍ରତିନିଧି,ପଞ୍ଚାୟତ ସଭ୍ୟ ,ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

 

You Might Also Like

ଘଟଗାଁ ମା’ ତାରିଣୀଙ୍କ ପୀଠରେ ଆରମ୍ଭ ହେବ ବ୍ରେଷ୍ଟ୍ ଫିଡିଂ ସେଂଟର
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ , ୪୬.୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତପ୍ତ
ରାହୁଲ ଗାନ୍ଧୀ ଙ୍କ ସୌମ୍ୟଶ୍ରୀଙ୍କ ପିତା ସହ କଥା ହେଲେ
ସୋସିଆଲ ମିଡ଼ିଆ ବ୍ୟାନକୁ ନେଇ ଜେନ-ଜି
ଯୋଗାଣ ଅଧିକାରୀଙ୍କୁ ଭେଟିଲେ ମିଲର ସ˚ଘ ମିଲର ଉଠାଇବେ ଝୋଟ ଅଖାରେ ଧାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଶେହବାଜ ଶରୀଫଙ୍କ ମୁଖ୍ୟମନ୍ତ୍ରୀ ପଦବୀ ଓ ସେମାନଙ୍କ ଭାରତ-ପାକିସ୍ତାନ ସମ୍ବନ୍ଧରେ ପ୍ରଭାବ।
Next Article ଓଡ଼ିଶା ବିକଶିତ ଭାରତର ଗେଟ୍ ୱେ ହେଉ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?