• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ସୁନ୍ଦରଗଡ଼ କୁଣ୍ଡୁକେଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
Regional

ସୁନ୍ଦରଗଡ଼ କୁଣ୍ଡୁକେଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

CliQ INDIA
Last updated: November 23, 2023 5:30 am
CliQ INDIA
Share
3 Min Read
SHARE

ମହାଦେବ ମୁଣ୍ଡା ନୂଆ ଓ ପ୍ରଗତିଶୀଳ ଭାରତର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ

କୁଣ୍ଡୁକେଲା/ଭୁବନେଶ୍ୱର, 22 ନଭେମ୍ବର (ହି.ସ.)ର – ମୋଦି ସରକାରରେ ବିକଶିତ ଭାରତର ମୂଳଦୁଆ ସ୍ଥାପନ ହୋଇଛି । ଆଜି ସ୍ଥାନୀୟ ସ୍ଥାନୀୟ ଅଂଚଳର ଜନଜାତି ସମ୍ପ୍ରଦାୟର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ମନରେଗା ଟଙ୍କା ପାଉଛନ୍ତି, ଏହା ହିଁ ନୂଆ ଓ ପ୍ରଗତିଶୀଳ ଭାରତ ବୋଲି ବୁଧବାର ସୁନ୍ଦରଗଡ଼ ଜିଲ୍ଲାର କୁଣ୍ଡୁକେଲାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସରୁ ପାରମ୍ପରିକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ରଥ ମାଧ୍ୟମରେ ଏଭଳି ଅଭିନବ ବ୍ୟାପକ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ମୋଦି ସରକାରଙ୍କ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରଶଂସନୀୟ । ଦେଉଳି ପଂଚାୟତର ମହାଦେବ ମୁଣ୍ଡା ମନରେଗା ଯୋଜନାର ଲାଭାର୍ଥୀ ଅଟନ୍ତି । ଏହି ଯୋଜନାରେ ଶହେ କାମ କରି ସେ ନିଜ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇପାରୁଛନ୍ତି । ଅତି ସହଜରେ ସ୍ମାର୍ଟ ଫୋନ ମାଧ୍ୟମରେ ତା’ର ତଥ୍ୟ ପାଉଛନ୍ତି । ସେ ହିଁ ନୂଆ ଭାରତର ଚେହେରା । ଏ ହିଁ ଆଗାମୀ ଦିନରେ ନେତୃତ୍ୱ ନେବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ପ୍ରକଳ୍ପ ଓ ଭିତିଭୂମି ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଛି । ମୋଦି ସରକାର ଓଡ଼ିଶାକୁ ଆବାସ ଯୋଜନାରେ ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଦାନ କରିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟରେ ୫୩ ଲକ୍ଷ ଗରିବ ମାଆ ମାନଙ୍କ ଘରେ ଗ୍ୟାସ ସଂଯୋଗ ହୋଇଛି । ଖଣି ରାଜସ୍ୱ ୫ ହଜାର କୋଟି ରୁ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ଡିଏମଏଫ ଫଣ୍ଡ ଗଠନ କରି ସ୍ଥାନୀୟ ଜନଜାତିଙ୍କ ବିକାଶ କଥା ଚିନ୍ତା କରିଛନ୍ତି । ସୁନ୍ଦରଗଡ ଜିଲ୍ଲାକୁ ଡିଏମଏଫ୍ ବାବଦକୁ ବାର୍ଷିକ ୧ ହଜାରରୁ ୧୨୦୦ କୋଟି ଟଙ୍କା ଆସୁଛି ।

ମୋଦି ସରକାରରେ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆର ପ୍ରଚାର ପ୍ରସାର ବ୍ୟାପକ ହୋଇଛି । ମନରେଗାରେ ସ୍ଥାନୀୟ ଅଂଚଳର ମହାଦେବ ମୁଣ୍ଡା ବ୍ୟାଙ୍କ୍ ଖାତା ଜରିଆରେ ମୋଦି ସରକାର ପଠାଉଥିବା ଅର୍ଥ ପାଉଛନ୍ତି । ମୋ ସରକାର ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସମର୍ପିତ ରହିଥିବା କଥାକୁ ପ୍ରଧାନମନ୍ତ୍ରୀ କ୍ରିୟାନ୍ୱୟନ କରି ଦେଖାଇଛନ୍ତି । ମୋଦି ଦିଲ୍ଲୀରୁ ଗ୍ରାମାଂଚଳରେ ରହୁଥିବା ଲୋକଙ୍କୁ ଡିବିଟି ମାଧ୍ୟମରେ ପଠାଉଥିବା ଟଙ୍କାର ପ୍ରକ୍ରିୟାରେ ପାରଦର୍ଶୀତା ଆସିଛି । ଶତପ୍ରତିଶତ ସୁବିଧା ଯୋଗାଇ ଦିଆଯାଉଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ଜନଜାତି ସମେତ ସବୁ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତା ଓ ଜନକଲ୍ୟାଣକାରୀ ଯୋଜନାକୁ ସମସ୍ତଙ୍କ ପାଖରେ ପହଂଚାଇବା ଦରକାର । ତେବେ ଯାଇ ଆମ ବିକଶିତ ଭାରତର ଯାତ୍ରା ପ୍ରଶସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ । ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟିଥିଲେ । ବୃକ୍ଷରୋପଣ ସହ ପ୍ରଦର୍ଶିତ ଷ୍ଟଲ୍ ବୁଲିବା ସହ ଏହାର ପ୍ରଶଂସା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ

You Might Also Like

ଆଜି  ପୋଲାଭରମ ପ୍ରସଙ୍ଗରେ ବିଜେଡି  ଟିମ ର ଦିଲ୍ଲୀ ଗସ୍ତ | BulletsIn
ଗୋଆ ଠାରେ ଅନୁଷ୍ଠିତ ୩୭ତମ ଜାତୀୟ କ୍ରୀଡ଼ା ୨୦୨୩ରେ ଓଡ଼ିଶା ଲନବଲ ଦଳର ଖେଳାଳୀମାନେ କୃତିତ୍ୱ ଅର୍ଜନ କରି ବ୍ରୋଞ୍ଜପଦକ ହାସଲ କରିଥିବାରୁ ବଲାଙ୍ଗୀର ଠାରେ ବିଭିନ୍ନ ଅନୁଷ୍ଠାନ ନାଗରିକ ସମ୍ବର୍ଦ୍ଧିତ କଲେ
ଗରଦପୁର ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳିତ
ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ | BulletsIn
ସୁଶ୍ରୀ ପାରୁଲ ପଟାୱରୀଙ୍କ ନୂତନ ଦାୟିତ୍ଵ ଗ୍ରହଣ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆତଙ୍କ ଓ ହିଂସା ବିରୁଦ୍ଧରେ ଏକଜୁଟ ହେବାକୁ ଜି-20 ନେତାଙ୍କୁ ପିଏମ ମୋଦିଙ୍କ ଅପିଲ
Next Article ନେପାଳରେ 4.5 ତୀବ୍ରତାର ଭୂକମ୍ପ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?