ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଦୁଇ ଦିନ ଧରି ସ୍ଥାନୀୟ ଲିଟିଲ୍ ଆଞ୍ଜେଲ୍ସ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ କଳା ମଣ୍ଡଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର, ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ମହେଶ୍ଵର ସାହୁ ଓ ଉମାକାନ୍ତ ସାହୁ ଅତିଥି ରୂପେ ଯୋଗଦେଇ କୁନି କୁନି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
