ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ମାଣ୍ଡିଆ ଦିବସ
ଅବସରରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା ୧୦ ଓ ୧୧ ତାରିଖରେ
ଆୟୋଜନ ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର କୃଷି
ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏନେଇ ସୂଚନା
ଦେଇଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
