• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଭାରତୀୟ ସଡ଼କ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ ଭୁବନେଶ୍ୱରରେ ଆଜି ଠାରୁ
Regional

ଭାରତୀୟ ସଡ଼କ କଂଗ୍ରେସର ୮୪ତମ ବାର୍ଷିକ ଅଧିବେଶନ ଭୁବନେଶ୍ୱରରେ ଆଜି ଠାରୁ

CliQ INDIA
Last updated: November 7, 2025 1:05 pm
CliQ INDIA
Share
1 Min Read
SHARE

୧୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଅଧିବେଶନ, ନିତିନ ଗଡକରି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିବେ ଉଦ୍ଘାଟନ

ଭୁବନେଶ୍ୱର, 7 ନଭେମ୍ବର (ହି.ସ.)ଭାରତୀୟ ସଡ଼କ କଂଗ୍ରେସ ର ୮୪ତମ ବାର୍ଷିକ ଅଧିବେଶନ ୭ ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେବ। ଏଥିରେ ଦେଶ ଓ ବିଦେଶରୁ ମୋଟ ତିନି ହଜାର ପାଂଚ ଶହ ପ୍ରତିନିଧି ଅଂଶଗ୍ରହଣ କରିବେ। ୧୦ ନଭେମ୍ବର ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ ।ଏହି ସୂଚନା ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମେଳନରେ ରାଜ୍ୟର ଆଇନ ଓ ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି ।

ସେ କହିଥିଲେ ଯେ, ଏହି ବାର୍ଷିକ ସମ୍ମେଳନ ଦେଶର ସଡ଼କ ଇଞ୍ଜିନିୟରମାନେ, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ତଥା ଶିକ୍ଷାଜଗତର ଅଭିଜ୍ଞମାନଙ୍କ ପାଇଁ ଏକ ସାଧାରଣ ମଞ୍ଚ ଯେଉଁଠାରେ ସେମାନେ ସଡ଼କ ଭିତିଭୂମିର ବିକାଶ ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଓ ପ୍ରାଯୁକ୍ତିକ ଉନ୍ନତି ଉପରେ ଆଲୋଚନା ହେବ ଏହି ବର୍ଷର ଅଧିବେଶନର ମୁଖ୍ୟ ବିଷୟ ହେଉଛି — “ରାଜପଥ ପ୍ରଯୁକ୍ତି ଓ ନୀତିରେ ପ୍ରମୁଖ ଅଗ୍ରଗତି”।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଚିଠା ସମବାୟ ନୀତି-୨୦୨୫ ଉପରେ ଆଲୋଚନାଚକ୍ର ଆଜି
ଲୋଇସିଂହାରେ ଅନୁସୂଚିତ ଜାତି ଗଣ୍ଡା ସାମାଜ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂଆଁଖାଇ ଭେଟଘାଟ
ଓଡ଼ିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟିି ଦେଇଛନ୍ତି ରାଜ୍ୟ ସରକାର : ମନମୋହନ ସାମଲ
ଦଶମ ବୋର୍ଡ ପାସ ସାର୍ଟିଫିକେଟ ଦାଖଲ ବ୍ଯବସ୍ଥା ହଟାଯାଉ
ବାରାହା ଫାଶରେ ପଡି ମୃତ୍ୟୁବରଣ ଘଟଣାର ୪୮ ଘଣ୍ଟା ପରେ ଶବ ଠାବ କଲା ପୋଲିସ : ଜଣେ ଗିରଫ, ଦୁଇ ଫେରାର

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆଜିଠୁ ରିଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତିନି ଦିବସୀୟ ଅଧିବେଶନ
Next Article ବିହାରରେ 160ରୁ ଅଧିକ ସିଟରେ ସରକାର ଗଠନ କରିବ ଏନଡିଏ- ଜେପି ନଡ୍ଡା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?