ଭୁବନେଶ୍ୱର,୨୬ ନଭେମ୍ବର (ହି.ସ)- ପୋଲିସ ଏସଆଇ ପରୀକ୍ଷା ସ୍କାମ୍ ମାମଲାରେ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ। ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି ଅନୁମତି ମିଳିଛି। ସିବିଆଇ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ୪ ଅଭିଯୁକ୍ତ ହେଲେ ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାନ୍, ବିଶ୍ୱ ରଞ୍ଜନ ବେହେରା ଓ ବିଶ୍ୱରଞ୍ଜନ ହରିଚନ୍ଦନ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
