ଗଂଜାମ, 25 ଅକ୍ଟୋବର (ହି.ସ.) ଘୁମୁସର ଉତର ବନଖଣ୍ଡ ମୁଜାଗଡ ବନାଞ୍ଚଳର ବେଲାଟୁଣୀ ଗ୍ରାମରେ ବାରଣ୍ଡାରେ ଜଣେ ଯୁବକ ବିକ୍ରମ ନାୟକ ଶୋଇଥିବା ବେଳେ ଆଜି ଭୋରରେ ଗୋଟିଏ ହାତୀ ତାଙ୍କୁ ଟାଣି ନେଇ ଦଳି ଚକଟି ମାରଦେଇଛି। ଖବର ପାଇ ବନବିଭାଗ ଅଧିକାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
