
ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିରୋଧ ରେ ଆଜି ଭୁବନେଶ୍ୱର ବିଜେପିର ଆନ୍ଦୋଳନ
ଭୁବନେଶ୍ୱର, 14 ନଭେମ୍ବର – ଭୁବନେଶ୍ୱର ବିଜେପି ପକ୍ଷରୁ ମଙ୍ଗଳବାର ଦିନ ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିରୋଧ ରେ ଆନ୍ଦୋଳନ କରାଯିବ । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମଙ୍ଗଳବାର,ପୂର୍ବାହ୍ନ ୧୧.୩୦ ଘଟିକା ରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ରୁ ବିଶାଳ ଶୋଭାଯାତ୍ରା ରେ ବାହାରି ବିଏମସି ଅଫିସ(ସତ୍ୟନଗର) ଘେରାଉ କରାଯିବ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
