• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବିଏମ୍ସି ଓ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ପକ୍ଷରୁଭୋଟରସଚେତନତା ପାଇଁବ୍ୟାପକକାର୍ଯ୍ୟକ୍ରମ
Regional

ବିଏମ୍ସି ଓ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ପକ୍ଷରୁଭୋଟରସଚେତନତା ପାଇଁବ୍ୟାପକକାର୍ଯ୍ୟକ୍ରମ

CliQ INDIA
Last updated: May 8, 2024 3:35 pm
CliQ INDIA
Share
2 Min Read
SHARE

ଭୁବନେଶ୍ୱର : ଭୁବନେଶ୍ୱରମହାନଗର ନିଗମ (ବିଏମ୍ସି)ଅଂଚଳରେଭୋଟରମାନଙ୍କୁସଚେତନ କରାଇବା ପାଇଁବିଏମ୍ସି ଓ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ପକ୍ଷରୁବ୍ୟାପକକାର୍ଯ୍ୟକ୍ରମଜାରିରହିଛି । ମହାନଗର ନିଗମ ଅଂଚଳରସମସ୍ତଭୋଟର ଯେପରି ଆସନ୍ତା ୨୫ ତାରିଖ ଦିନ ସେମାନଙ୍କରମତାଧିକାରସାବ୍ୟସ୍ତକରିବେ, ସେଥିପାଇଁ ଜନ ଜାଗରଣସୃଷ୍ଟିକରିବାଉଦ୍ଦେଶ୍ୟରେଉଭୟକର୍ତୃପକ୍ଷଲାଗି ପଡିଛନ୍ତି । ବିଏମ୍୍ସି ପକ୍ଷରୁୱାକଥନ, ମାରାଥନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେଛାତ୍ରଛାତ୍ରୀଙ୍କ ମଧ୍ୟରେସଚେତନତା, ନୂତନ ଭୋଟରଙ୍କୁ ସମ୍ବର୍ଦ୍ଧିତ ଆଦି ବିଭିନ୍ନକାର୍ଯ୍ୟକ୍ରମଗ୍ରହଣକରାଯାଇଥିବାବେଳେ ଆଜିବିଏମ୍ସିମୁଖ୍ୟାଳୟ ପରିସରସ୍ଥିତଏକାମ୍ରହଲରେସମସ୍ତ ଆବାସିକକଲ୍ୟାଣସଂଘ (ଆର୍ଡବ୍ଲ୍ୟୁଏ)ର ସଭାପତି ଓ ସଂପାଦକମାନଙ୍କୁନେଇଏକସଚେତନତାକାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ବିଏମ୍ସିରତିନୋଟିଯାକଜୋନ୍ରୁ ୨ଶହରୁ ଅଧିକ ଆବାସିକକଲ୍ୟାଣସଂଘରକର୍ମକର୍ତାଯୋଗ ଦେଇଥିଲେ ।

ସମାଜରସାମଗ୍ରୀକବିକାଶ ପାଇଁ ଉପଯୁକ୍ତନେତା ନିର୍ବାଚିତକରିବାକୁହେଲେସମସ୍ତଭୋଟରମତଦାନ କରିବା ଦରକାର । ଏହା ଦ୍ୱାରାଗଣତନ୍ତ୍ର ସୁଦୃଢହେବଏବଂ ଦେଶରବିକାଶ ଦୃତଗତିରେହେବ । ରାଜଧାନୀରେ ଅଧିକଶିକ୍ଷିତଲୋକବସବାସକରୁଥିଲେ ମଧ୍ୟ ମତଦାନ ହାରକମ୍ରହିଛି । ତେଣୁଭୋଟରମାନେ ଯେପରିମତଦାନ କେନ୍ଦ୍ରକୁ ଯାଇସେମାନଙ୍କରମତାଧିକାରସାବ୍ୟସ୍ତକରିବେସେଥିପାଇଁ ଆବାସିକକଲ୍ୟାଣସଂଘରକର୍ମକର୍ତାମାନେ ସକ୍ରିୟଭୂମିକାଗ୍ରହଣକରିବାକୁ ଆଗେଇ ଆସିବା ପାଇଁଖୋର୍ଦ୍ଧାଜିଲ୍ଲାପାଳଶ୍ରୀଚଂଚଳରାଣାଆହ୍ୱାନ ଦେଇଛନ୍ତି । ଭୋଟ୍ହାରବଢ଼ାଇବାର ପ୍ରମୁଖଭମିକାରହିଛିଏହି ଆବାସିକକଲ୍ୟାଣସଂଘହାତରେ । ଯେପରି ନିଜସଂଘରସଭାପତିକିମ୍ବାସଂପାଦକ ହେବା ପାଇଁସମସ୍ତଙ୍କଭୋଟଲୋଡନ୍ତି, ଠିକ୍ସେହିପରିଚଳିତସାଧାରଣ ନିର୍ବାଚନରେସମସ୍ତେଭୋଟ ଦେବା ପାଇଁକିପରି ଯିବେ, ସେସଂପର୍କରେ ଆପଣମାନେ ଉଚିତ୍ ପଦକ୍ଷେପ ନେବେବୋଲିଜିଲ୍ଲାପାଳ ଆଶାବ୍ୟକ୍ତକରିଛନ୍ତି । ନିଜ ଆବାସିକସଂଗଠନରେଏବଂଘରେସେବାଯୋଗାଉଥିବା ପ୍ରତ୍ୟେକଶ୍ରେଣୀରକର୍ମୀଙ୍କୁଭୋଟ ପାଇଁଛୁଟି ଦେବାକୁ ନିୟମରହିଥିବାବେଳେଏହାକୁ ଆପଣମାନେ ପ୍ରୋତ୍ସାହନ ଦେଇ ଗଣତନ୍ତ୍ରକୁସୁଦୃଢକରନ୍ତୁ । ଭୁବନେଶ୍ୱର ଅଂଚଳରେ ୫ ଶହରୁ ଅଧିକ ଆବାସିକକଲ୍ୟାଣସଂଘରହିଛନ୍ତି, ଏମାନଙ୍କଭିତରେ ପ୍ରାୟ ପ୍ରତ୍ୟେକ ଉଚ୍ଚ ଶିକ୍ଷିତଏବଂ ଅଭିଜ୍ଞ; ତେଣୁ ପ୍ରତ୍ୟେକସୋସାଇଟ୍ସାମାନ୍ୟଚେଷ୍ଟାକଲେଭୁବନେଶ୍ୱରରଭୋଟଦେବାହାର ଅଧିକରୁ ଅଧିକହୋଇପାରିବ ।

୮୫ ବର୍ଷରୁ ଅଧିକବୟସରଲୋକଙ୍କୁଘରୁ ଆଣିବାରବ୍ୟବସ୍ଥା, ବୁଥ୍ଗୁଡିକରେମହିଳା ଅଧିକାରୀଏବଂକର୍ମଚାରୀରହିବାରବ୍ୟବସ୍ଥା, ଆପ୍ ଦ୍ୱାରା ନିଜବୁଥ୍ ବାବଦରେଜାଣିବା, ଯଦି ଗ୍ରୀଷ୍ମ ପ୍ରବାହଜାରିରୁହେ, ତେବେ ପ୍ରତ୍ୟେକବୁଥ୍ରେସ୍ୱତନ୍ତ୍ର ବ୍ୟବସ୍ଥାକରିବାକୁଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିଚାଲିଛି । ତେବେରାଜ୍ୟର ଅନ୍ୟାନ୍ୟ ଅଂଚଳ ଅପେକ୍ଷା ଅଧିକଶିକ୍ଷିତବ୍ୟକ୍ତିବସବାସକରୁଥିଲେ ମଧ୍ୟ ଭୋଟହାରସବୁଠାରୁକମ୍ରହିବା ପରିତାପରବିଷୟ । ଏଥିରେଆର୍ଡବ୍ଲ୍ୟୁଏମାନଙ୍କରସକ୍ରିୟଯୋଗଦାନ ପରିସ୍ଥିତିରେ ଅଦ୍ଭୁତପୂର୍ବ ପରିବର୍ତନ ଆଣିପାରିବବୋଲିକୁହାଯାଇଛି ।

ଆଜିରକାର୍ଯ୍ୟକ୍ରମରେଖୋର୍ଦ୍ଧାଜିଲ୍ଲାପାଳଶ୍ରୀଚଂଚଳରାଣା, ଅତିରିକ୍ତମୁଖ୍ୟ ନିର୍ବାଚନ ଅଧିକାରୀଶ୍ରୀଶତୃଘନ କର, ଭୁବନେଶ୍ୱରଉପଜିଲ୍ଲାପାଳଙ୍କସମେତଟିମ୍ବିଏମ୍ସି ଓ ଖୋର୍ଦ୍ଧାଜିଲ୍ଲା ପ୍ରଶାସନରବହୁବରିଷ୍ଠ ଅଧିକାରୀଉପସ୍ଥିତ ଥିଲେ ।

ସଂଘରକର୍ମକର୍ତାମାନେ ନିଜେଭୋଟ ଦେବାସହ ଆବାସିକସଂଗଠନରସମସ୍ତ ସଦସ୍ୟଙ୍କୁ ଆସନ୍ତା ୨୫ ତାରିଖ ଦିନ ଭୋଟ ଦେବା ପାଇଁ ପ୍ରବର୍ତାଇବାକୁଜିଲ୍ଲା ପ୍ରଶାସନ ତରଫରୁ ଶପଥ ପାଠକରାଯାଇଥିଲା । ମତଦାନ ସଂପର୍କିତକେତେକବୃତଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେଜାଗରଣ ନାଟ୍ୟସଂସ୍ଥାରକଳାକାରଙ୍କ ଦ୍ୱାରାମଂଚସ୍ଥହୋଇଥିଲା ପଥପ୍ରାନ୍ତ ନାଟକମତଦାନ । ଶେଷରେଭୁବନେଶ୍ୱରଉପଜିଲ୍ଲାପାଳଶ୍ରୀଚିନ୍ମୟ ଆଚାର୍ଯ୍ୟଧନ୍ୟବାଦ ଅର୍ପଣକରିଥିଲେ ।

You Might Also Like

ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକଙ୍କ ବିଜେପିରେ ଯୋଗଦାନ ନେଇ ସୂଚନା
ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼. ସଦାଶିବ ତ୍ରିପାଠୀଙ୍କ ସ୍ମରଣ କଲେ ମୁକେଶ ମହାଲିଙ୍ଗ
କେନ୍ଦୁଝରର କୁସୁମିତା ଠାରେ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ | BulletsIn
ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆଙ୍କ ମା’ଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ
ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଶିଳ୍ପ ସଚିବ ସତ୍ୟ ପ୍ରକାଶ ନନ୍ଦଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ | BulletsIn

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନିର୍ବାଚନ ଡ୍ୟୁଟିରେ ପୋଷ୍ଟ ହୋଇଥିବା ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ଡାକ୍ତରଖାନା ନିଆଯିବାବେଳେ ମୃତ୍ୟୁ ଘଟିଛି
Next Article ବାବା କେଦାରଙ୍କ ପଂଚମୁଖୀ ଡୋଲି ତୃତୀୟ ପର୍ଯ୍ୟାୟ ଗୌରୀକୁଣ୍ଡ ଅଭିମୁଖେ ଯାତ୍ରା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?