ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଇ- ରେଳ ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି । ଆଇଆରସିଟିସି ୱେବସାଇଟ୍ ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେବାରୁ ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି ।
ଏନେଇ ଆଇଆରସିଟିସି କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ବୈଷୟିକ ଟିମ୍ ତ୍ରୁଟି ସଜାଡୁଛନ୍ତି । ଖୁବ୍ ଶୀଘ୍ର ବୁକିଂ ଉପଲବ୍ଧ ହେବ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
