• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଆଦିଶକ୍ତିଙ୍କ ପ୍ରଥମ ସ୍ଵରୂପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ : ଉତ୍ସବ ମୁଖର ଦେବୀ ପୀଠ
Regional

ଆଦିଶକ୍ତିଙ୍କ ପ୍ରଥମ ସ୍ଵରୂପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ : ଉତ୍ସବ ମୁଖର ଦେବୀ ପୀଠ

CliQ INDIA
Last updated: September 23, 2025 2:55 am
CliQ INDIA
Share
2 Min Read
SHARE
ଆଦିଶକ୍ତିଙ୍କ ପ୍ରଥମ ସ୍ୱରୁପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ : ଉତ୍ସବ ମୁଖର୍ ମୁଖର ଦେବି ପୀଠଗୁଡିକ
ମା କୁଶଙ୍ଗେଇଙ୍କ ଶୈଳପୁତ୍ରୀ ବେଶ

ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପୀଠରେ ନବ ଦିନାତ୍ମକ ପୁଜା ପାଇଁ ବିଶେଷ ଆୟୋଜନ ହୋଇଥିବା ବେଳେ ମା ଦୁର୍ଗାଙ୍କ ବିଭିନ୍ନ ମଣ୍ଡପରେ ନବଦିନାତ୍ମକ ଦୁର୍ଗା ପୂଜା ଆରମ୍ଭ ହୋଇଛି। ମାଆ ସମଲେଶ୍ୱରୀଙ୍କ ପୀଠ, ଦୁର୍ଗା ମନ୍ଦିରରେ ଆଜି ଶୈଳପୁତ୍ରୀ ବେଶରେ ପୂଜା ଆରମ୍ଭ ହୋଇଛି । କୁଶଙ୍ଗ ର ମା କୁଶଙ୍ଗେଇ ସମେତ ଅଦ୍ୟ ସମସ୍ତଦେବୀ ପୀଠ ଗୁଡିକ ମୁଖରିତ ହୋଇଉଠିଛି ।

ଆଦିଶକ୍ତିଙ୍କ ପ୍ରଥମ ସ୍ୱରୁପ ଶୈଳପୁତ୍ରୀ ମାତାଙ୍କଠୁ ନବରାତ୍ର ଆରମ୍ଭ ହୁଏ । ପ୍ରଥମ ଦିନ ମାତାଙ୍କ ପ୍ରଥମ ସ୍ୱରୂପ ହେଉଛି ଶୈଳପୁତ୍ରୀ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ । ମାଙ୍କୁ ଉପାସନା କଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ । ମାଙ୍କୁ ପୂଜା କରିବା ବେଳେ କମଳା ରଙ୍ଗ ପିନ୍ଧିବା ଦ୍ୱାରା କରୁଣା ଲାଭ ହୁଏ । ପର୍ବତକୁ ଶୈଳ କୁହାଯାଏ ଓ ପର୍ବତରାଜା ହିମାଳୟଙ୍କ କନ୍ୟା ରୂପରେ ଜନ୍ମ ନେଇଥିବାରୁ ମାଆଙ୍କର ନାମ ଶୈଳପୁତ୍ରୀ ଅଟେ । ଆଉ ଏହି ରୂପରେ ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମାତା । ଏହି ରୂପରେ ପୂଜା କରିବା ଦ୍ୱାରା ମା ଆମକୁ ସହିବାର ଶକ୍ତି ଦେଇଥାନ୍ତି । ମାତା ଶୈଳପୁତ୍ରୀଙ୍କ ଅନ୍ୟ ନାମ ମଧ୍ୟ ପାର୍ବତୀ ଅଟେ । ମାତା ସତୀ ଭାବେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଏହି ଦିନ ଭକ୍ତ ଓ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରନ୍ତି ।

ପୁରାଣ ଅନୁସାରେ, ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭଗବାନ ଶିବଙ୍କ ସହ ହୋଇଥିଲା । ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହୋଇ ଶୈଳପୁତ୍ରୀ ନାମରେ ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ସମାଜସେବୀ ଶରତ ନାୟକଙ୍କ ସ୍ମୃତିସଭା – Hindusthan Samachar Odia
ଲୋଇସିଂହାଙ୍କୁ ଏନଏସି ମାନ୍ୟତା ମିଳିବା ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ
ଆଦିବାସୀଙ୍କ ଜମି ବିକ୍ରି ସଂଶୋଧନ ବିଲ ନେଇ ସରକାରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ
ବେକରେ ଗାମୁଛା ଲଗାଇ ଝୁଲି ପଡିଲେ ଜଣେ ଯୁବକ, କାରଣ ଅସ୍ପଷ୍ଟ
ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଶାରଦୀୟ ନବରାତ୍ରୀର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
Next Article ପ୍ରୟାଗରାଜ: ସଡକ ଦୁର୍ଘଟଣାରେ କାନପୁରର ଚାରି ଜଣଙ୍କ ମୃତ୍ୟୁ, ତିନି ଜଣ ଆହତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?