ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)
– ଦୀର୍ଘ 10 ବର୍ଷ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । 61ତମ ପାସିଂ ଆଉଟ ପରେଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି
। ଆଜି 911 ଅଗ୍ନିଶମ କର୍ମଚାରି ପାସ ଆଉଟ କରିବେ । ଖାଲି ଥିବା ପୋଷ୍ଟ
ଗୁଡିକରେ ଏମାନଙ୍କୁ ମୁତୟନ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ସମସ୍ତଙ୍କୁ ଟ୍ରେନିଂ
ଦିଆଯାଇଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
