
ଭୁବନେଶ୍ୱର, 4 ଫେବୃଆରୀ : ଆଜି ପଦ୍ମ ବିଭୂଷଣ ସତ୍ୟୈନ୍ଦ୍ର ନାଥ ବୋଷଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଆଧୁନିକ ପଦାର୍ଥ ବିଜ୍ଞାନର ପ୍ରତିଷ୍ଠାତା, ମହାନ ପଦାର୍ଥବିଜ୍ଞାନୀ ତଥା ପ୍ରସିଦ୍ଧ ଗଣିତଜ୍ଞ ପଦ୍ମଭୂଷଣ ସତ୍ୟେନ୍ଦ୍ର ନାଥ ବୋଷଙ୍କୁ ତାଙ୍କ ବାର୍ଷିକୀ ଅବସରରେ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି।
