ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱସ୍ତି ମେହୁଲଙ୍କ ଏକ ଭଜନ ‘ରାମ ଆଏଙ୍ଗେ’କୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସ୍ୱସ୍ତିଙ୍କ ଏହି ଭଜନ ଥରେ ଶୁଣିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କାନରେ ଗୁଞ୍ଜିବ । ଆଖିକୁ ଲୁହରେ ଏବଂ ମନକୁ ଭାବନାରେ ଭରିଦେବ ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
