ଭୁବନେଶ୍ୱର, 11 ଜାନୁଆରୀ (ହି.ସ.) ଲାଲ ବାହାଦୂର ଶାସ୍ତ୍ରିଙ୍କ ସ୍ମରଣ କଲେ ରାଜ୍ୟପାଳ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ, ଜୟ ଯବାନ, ଜୟ କିଷାନ ନାରା ଦେଇଥିବା ବିନମ୍ରତା ଓ ସରଳତାର ପ୍ରତିମୂର୍ତ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରିଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
