• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ବିଶ୍ୱ ଶକ୍ତି ନେତା ସମ୍ମିଳନୀ 2025 – ଦ୍ୱିତୀୟ ଦିନ ପ୍ରଥମ ଅଧିବେଶନରେ ସ୍ଥାୟୀ ଶକ୍ତି ପରିବର୍ତ୍ତନ ଉପରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପକୁ ଗୁରୁତ୍ୱ
National

ବିଶ୍ୱ ଶକ୍ତି ନେତା ସମ୍ମିଳନୀ 2025 – ଦ୍ୱିତୀୟ ଦିନ ପ୍ରଥମ ଅଧିବେଶନରେ ସ୍ଥାୟୀ ଶକ୍ତି ପରିବର୍ତ୍ତନ ଉପରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପକୁ ଗୁରୁତ୍ୱ

CliQ INDIA
Last updated: December 8, 2025 5:21 am
CliQ INDIA
Share
2 Min Read
SHARE

ଭୁବନେଶ୍ୱର, 07 ଡିସେମ୍ବର (ହି.ସ.) ବିଶ୍ୱ ଶକ୍ତି ନେତା ସମ୍ମିଳନୀ ୨୦୨୫ ର ଦ୍ୱିତୀୟ ଦିନରେ ସହଭାଗିତା ବିଷୟବସ୍ତୁ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ-ଘରୋଇ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯାହା ଶକ୍ତି ପରିବର୍ତ୍ତନ ରେ ସ୍ଥାୟୀତ୍ୱ, ସନ୍ତୁଳନ ଏବଂ ନବଉଦ୍ଭାବନ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଉପମୁଖ୍ୟମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧିବେଶନ ସମୟରେ ଉପସ୍ଥିତ ଥିଲେ। ମେଟ୍ରିକ୍ସ ଅଧ୍ୟକ୍ଷ ଶ୍ରୀ ୱିଲିୟମ୍ ମୋରିସନଙ୍କ ଦ୍ୱାରା ଏହି ଅଧିବେଶନ ପରିଚାଳିତ ହୋଇଥିଲା । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଵିଶାଳ କୁମାର ଦେବ ଏହି ଅଧିବେଶନ ଏକ ସଫଳ ପରିବର୍ତ୍ତନ ପାଇଁ ଜୀବାଶ୍ମ-ଆଧାରିତ ଇନ୍ଧନ ରୁ ଅଣ-ଜୀବାଶ୍ମ-ଆଧାରିତ ଶକ୍ତି ଉତ୍ସକୁ ସ୍ଥାନାନ୍ତରିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଦେଶରେ ଶକ୍ତି ପରିବର୍ତ୍ତନର ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିବା ପାଇଁ ପ୍ୟାନେଲ ଗୁରୁତ୍ୱାରୋପ କରି କହିଥିଲେ ଯେ ଏକ ଦୃଢ଼ ସାର୍ବଜନୀନ-ଘରୋଇ ସହଭାଗୀତା ମଡେଲ ଆବଶ୍ୟକ, ଯେଉଁଥିରେ ନିବେଶର ଦୃଢ଼ ସନ୍ତୁଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି ଓଡ଼ିଶାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା, ଡିସକମ ଢାଞ୍ଚା ଅଧୀନରେ ପ୍ରଭାବଶାଳୀ ଶକ୍ତି ପରିଚାଳନାକୁ ଏକ ସଫଳ ଉଦାହରଣ ଭାବରେ ଉପସ୍ଥାପିତ କରାଯାଇଥିଲା।

ଏହି ଆଲୋଚନାରେ ଏକ ବିଶିଷ୍ଟ ପ୍ୟାନେଲ ସାମିଲ ଥିଲେ, ଯେଉଁଥିରେ ଟାଟା ପାୱାରର ସିଇଓ ଡକ୍ଟର ପ୍ରବୀର ସିହ୍ନା, ଅରୋରା ଏନର୍ଜିର ଇଣ୍ଡିଆ ମୁଖ୍ୟ ଶ୍ରୀ ଦେବବ୍ରତ ଘୋଷ, ଆଇଫରେଷ୍ଟର ସିଇଓ ଶ୍ରୀ ଚନ୍ଦ୍ର ଭୂଷଣ, ଇଭିପି (ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ପିଏମଓ), ରିନ୍ୟୁ, ଆଭାଡା ଗ୍ରୁପର ସଭାପତି ଶ୍ରୀ ପ୍ରଶାନ୍ତ ଚୌବେ ସାମିଲ ଥିଲେ।

ସମ୍ମିଳନୀ ଆଲୋଚନାରେ ଉଲ୍ଲେଖ କରାଯାଇଥିଲା ଯେ ଏକ ସ୍ଥାୟୀ, ଅଣ-ଜୀବାଶ୍ମ-ଆଧାରିତ ଶକ୍ତି ଭବିଷ୍ୟତ ହାସଲ କରିବା ଏବଂ ସ୍ଥିର ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଅଭିନବ ପବ୍ଲିକ ପ୍ରାଇଭେଟ ସହଭାଗିତାରେ ନିବେଶ ଏବଂ ଶକ୍ତି ଭିତ୍ତିଭୂମି ପ୍ରତି ଏକ ସନ୍ତୁଳିତ ଆଭିମୁଖ୍ୟ ଅତ୍ୟନ୍ତ ଜରୁରୀ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

କର୍ଣ୍ଣାଟକର ହାସନରେ ଘଟିଥିବା ଦୁର୍ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ
ହରିୟାଣାର ଫରିଦାବାଦରେ 3.2 ତୀବ୍ରତାର ଭୂକମ୍ପ
ତିରଙ୍ଗା ଅଭିଯାନ ପାଇଁ 5 ଲକ୍ଷରୁ ଅଧିକ ଯୁବକ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକରଣ କରାଇଛନ୍ତି: ଗଜେନ୍ଦ୍ର ସିଂହ ଶେଖାୱତ
ସଂସଦର ମୌସୁମୀ ଅଧିବେଶନରେ ପାରିତ ପାଂଚ ସାମୁଦ୍ରିକ ବିଲ୍ ଅଧିସୂଚିତ, ଖୁସି ବ୍ୟକ୍ତ କଲା ମନ୍ତ୍ରାଳୟ
ପିଥୌରାଗଡରେ ଭୂକମ୍ପର ଝଟ୍କା – Hindusthan Samachar Odia

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଗୋଆରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ଦୁଃଖ ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Next Article ରାଉରକେଲା, କୋରାପୁଟ, ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?