ପିଥୌରାଗଡ, 16 ଅକ୍ଟୋବର (ହି.ସ.) ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରେକର୍ଡ ହୋଇଛି । ଏହି ଭୂକମ୍ପର କେନ୍ଦ୍ର ଧାରଚୂଳାର ନିକଟ ନେପାଳରେ ବୋଲି ଜଣାପଡିଛି । ଭୂକମ୍ପ ଯୋଗୁ କୌଣସି ଧନଜୀବନ ହାନୀ ହୋଇନାହିଁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
