ରାଜୌରୀ, 22 ନଭେମ୍ବର (ହି.ସ.)- ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର କାଲାକୋଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଭୟ ପକ୍ଷରୁ ଗୁଳି ବିନିମୟରେ ଜଣେ ସେନା କ୍ୟାପଟେନ ସହିଦ ହୋଇଛନ୍ତି । ସେହିପରି 3ଜଣ ଯବାନ ଆହତ ହୋଇଛନ୍ତି । ଗୁଳି ବିନିମୟରେ ଏବେ ପର୍ଯ୍ୟନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
