• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଚନ୍ଦ୍ର ଗ୍ରହଣ ଅବସରରେ ହର କି ପୈଡ଼ିରେ ଦ୍ୱିପହରକୁ ହେଲା ସନ୍ଧ୍ୟାକାଳୀନ ଗଙ୍ଗା ଆଳତୀ
National

ଚନ୍ଦ୍ର ଗ୍ରହଣ ଅବସରରେ ହର କି ପୈଡ଼ିରେ ଦ୍ୱିପହରକୁ ହେଲା ସନ୍ଧ୍ୟାକାଳୀନ ଗଙ୍ଗା ଆଳତୀ

CliQ INDIA
Last updated: September 8, 2025 10:35 am
CliQ INDIA
Share
1 Min Read
SHARE

ହରିଦ୍ୱାର, ୦୭ ସେପ୍ଟେମ୍ବର(ହି.ସ.) – ଚନ୍ଦ୍ରଗ୍ରହଣ ପୂର୍ବ ସୁତକ ଅବସରରେ ହରିଦ୍ୱାରରେ ହର କି ପୈଡ଼ିରେ ସନ୍ଧ୍ୟାକାଳୀନ ମା’ ଗଙ୍ଗା ଆଳତୀ ରବିବାର ଦିନ ଦ୍ୱିପହରରେ ସମ୍ପୂର୍ଣ୍ଣ ହୋଇଛି। ସାଧାରଣତଃ ଗ୍ରୀଷ୍ମକାଳୀନ ଗଙ୍ଗା ମା’ଙ୍କ ଆଳତୀ ସନ୍ଧ୍ୟାକୁ ୬.୩୦ରେ ଆରମ୍ଭ ହୁଏ, କିନ୍ତୁ ଆଜି ଏହି ଆଳତୀ ଦ୍ୱିପହର ୧୨.୩୦ରେ କରାଯାଇଛି। ଚନ୍ଦ୍ରଗ୍ରହଣ କାରଣରୁ ଆଳତୀ ସମୟ ପୂର୍ବରୁ କରାଯାଇଛି।

ଗଙ୍ଗା ସଭାର ମହାମନ୍ତ୍ରୀ ତନ୍ମୟ ବଶିଷ୍ଠ କହିଛନ୍ତି ଯେ ବିଶେଷ ଖଗୋଳୀୟ ସ୍ଥିତି କାରଣରୁ ଏହି ନିଷ୍ପତି ନିଆଯାଇଛି। ସେ କହିଛନ୍ତି ଯେ ରବିବାର ରାତି ୯.୫୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ, ଯାହା ରାତି ୧.୨୭ ପର୍ଯ୍ୟନ୍ତ ଚାଲିବ। ଏହି କାରଣ ସୂତକ କାଳ ଆରମ୍ଭ ହେବାରୁ ପ୍ରଥମେ ମା’ ଗଙ୍ଗାଙ୍କ ସନ୍ଧ୍ୟା ଆଳତୀ ସମ୍ପନ୍ନ କରିଦିଆ ଯାଇଛି ଏବଂ ମନ୍ଦିର କବାଟ ବନ୍ଦ କରି ଦିଆଯାଇଛି। ସେ କହିଛନ୍ତି ଯେ ଯେପରି ଚନ୍ଦ୍ରଗ୍ରହଣ ସମାପ୍ତ ହେବ, ସେତେବେଳେ ଗଙ୍ଗାଜଳରେ ମନ୍ଦିରକୁ ସମ୍ପୂର୍ଣ୍ଣ ଧୋଇ କବାଟ ପୁଣିଥରେ ଖୋଲିଦିଆଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

…………………………………

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି

You Might Also Like

ସେନା ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି | BulletsIn
ଭାରତ ସମ୍ଭାବ୍ୟ କୌଶଳ ମିସାଇଲ ପରୀକ୍ଷଣ ପୂର୍ବରୁ ବଙ୍ଗୋପସାଗରରେ ବିଶାଳ ନୋଟାମ ଜାରୀ କରେ
ଆଜି ଓମାନରେ ଭାରତ-ଜୋର୍ଡାନ ବ୍ୟାପାର ସମ୍ବିଳନୀକୁ ସଂବୋଧିତ କରିବେ ପିଏମ ମୋଦି ଓ ଶାହ ଅବଦୁଲା ଦ୍ୱିତୀୟ
ବିଷ ବଳୟରେ ରାଜଧାନୀ ଦିଲ୍ଲୀ – Hindusthan Samachar Odia
ସଂସଦ ଦେଶ ନିର୍ମାଣର ମଂଚ, ପରାଜୟ-ବିଜୟ ରାଜନୀତିର ଆଖଡା ନୁହେଁ- ପିଏମ ମୋଦି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
Next Article ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍ : ହୀରାକୁଦ ଜଳଭଣ୍ଡାରରୁ ୪ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?