
ଭୁବନେଶ୍ୱର, 23 ଡିସେମ୍ବର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୟନ୍ତୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, କୃଷକ ମାନଙ୍କର ମସିହା, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କର ଜୟନ୍ତୀରେ ତାଙ୍କୁ ସାଦର ନମନ ଓ କୃଷକ ଦିବସ ଅବସରରେ ସମସ୍ତ ଅନ୍ନଦାତା ମାନଙ୍କୁ ଅନେକ ଅନେକ ଶୁଭକାମନା । ଚାଷୀ ମାନଙ୍କୁ ଆତ୍ମ ନିର୍ଭର କରିବାକୁ ବିହନ ଠାରୁ ଆରମ୍ଭ କରି ବଜାର ଯାଏ ପ୍ରତ୍ୟେକ କ୍ଷେତ୍ରରେ ଅନେକ ଭବିଷ୍ୟୋନ୍ମୁଖୀ ପରିବର୍ତନ କରାଯାଉଛି । ଚୌଧୁରୀ ସାହେବ ଚାଷୀ ମାନଙ୍କର ସମୃଦ୍ଧିକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ଆଜିର ନୂଆ ଭାରତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୂରା କରୁଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
