ଇମ୍ଫାଲ , 16 ନଭେମ୍ବର : ସୁରକ୍ଷାବଳ ପକ୍ଷରୁ ପାଟ୍ରୋଲିଂ ବେଳେ ଇମ୍ଫାଲ-ପଶ୍ଚିମ ଜିଲ୍ଲାରୁ ଜଣେ ସଶସ୍ତ୍ର ଉଗ୍ରବାଦୀକୁ ଗିରଫ କରିଛନ୍ତି । ଗିରଫ ଉଗ୍ରବାଦୀ ନିକଟରୁ 5ଟି ଜୀବନ୍ତ ମାଗାଜିନ୍, 32 ପିସ୍ତଲ, ଗୋଟିଏ ବିପି ବେଷ୍ଟ, ମାଗାଜିନ୍ ପାଉଚ, ବିପି ହେଲମେଟ୍ ଓ ଗୋଟିଏ ମହିନ୍ଦ୍ରା ଥାର ଜିପ ଓ ମୋବାଇଲ୍ ଜବତ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
