ନୂଆଦିଲ୍ଲୀ, 12 ଡିସେମ୍ବର (ହି.ସ.)ଇଣ୍ଡିଆନ ପ୍ରିମିୟର ଲିଗ 2024 ପ୍ଲେୟାର ଅକ୍ସନ ପାଇଁ ଖେଳାଳିଙ୍କ ନିଲାମୀ ତାଲିକା ଜାରି କରାଯାଇଛି । 2023, ଡିସେମ୍ବର 19ରେ ଦୁବାଇରେ ହେବାକୁ ଥିବା ଏହି ନିଲାମୀରେ 333 କ୍ରିକେଟରଙ୍କୁ ସାମିଲ କରାଯାଇଛି ।
333 ଖେଳାଳିଙ୍କ ମଧ୍ୟରେ 214 ଭରତୀୟ ଓ 119 ବିଦେଶୀ ଖେଳାଳି ଅଛନ୍ତି । ଯେଉଁଥିରେ 2ଜଣ ଖେଳାଳି ଆସୋସିଏଟ ଦେଶରୁ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
