• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଲାଏନସ କ୍ଲବ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ
Regional

ଲାଏନସ କ୍ଲବ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ

CliQ INDIA
Last updated: July 15, 2025 2:05 am
CliQ INDIA
Share
1 Min Read
SHARE
ଲାଏନସ କ୍ଲବ ର ନୂତନ କର୍ମକର୍ତା ଙ୍କ ସପଥ ଗ୍ରହଣ ସମାରୋହ
ଲାଏନସ କ୍ଲବ ର ନୂତନ କର୍ମକର୍ତା ଙ୍କ ସପଥ ଗ୍ରହଣ ସମାରୋହ

ବଲାଙ୍ଗିର, 14 ଜୁଲାଇ (ହି.ସ.)ବଲାଙ୍ଗିର ମାରୱାଡ଼ି ସେବା ସଦନ ଠାରେ ବଲାଙ୍ଗିର ଲାଏନସ କ୍ଲବ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହୋଇଯାଇଛି। କ୍ଳବ୍ ସଭାପତି ଆଲୋକ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୌରଭ ଅଗ୍ରୱାଲ ସଂପାଦକୀୟ ଅଭି ଭାଷଣ ରଖିଥିଲେ। ଡ଼ାକ୍ତର ଦୂର୍ଗେଶ ନନ୍ଦିନୀ ବିଶ୍ଵାଳ ଚରଣ ଜିତ ସିଂହ ଦ୍ୱାରା ଅନୁଷ୍ଟାନ ର ନୂତନ ଦାୟିତ୍ଵ ଗ୍ରହଣ କରିଥିବା ସଦସ୍ୟ ସଦସ୍ୟା କର୍ମକର୍ତା ଙ୍କୁ ଶପଥ ପାଠ କରିଥିଲେ । ସଭାପତି ପ୍ରଦୀପ ଷଡ଼ଙ୍ଗୀ, ଆଶୁତୋଷ ପୁରୋହିତ,ପ୍ରଦୀପ ସାହୁ, ବିବେକ ଗୋୟଲ ସମେତ ସେମାନଙ୍କ ନେତୃତ୍ୱ ରେ ରହିଥିବା ଦଳର କାର୍ଯ୍ୟକର୍ତ୍ତା ଉପଷ୍ଟିତ ଥିଲେ। ମୁଖ୍ୟ ଅତିଥଭାବେ ପ୍ରଦୀପ ବଂଶଲ୍ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବି କେ ବେହେରା, ପ୍ରମୋଦ ବେହେରା କ୍ଲବ ସଂପର୍କରେ ନିଜର ମତ ରଖିଥିଲେ। ବିଭିନ୍ନ ବର୍ଗର ଶ୍ରେଷ୍ଟ ଲୋକଙ୍କୁ ଏଠାରେ ସମ୍ମାନୀତ କରଯାଇଥିଲା। ଶେଷରେ ସମ୍ପାଦକ ଲୋକନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

କାନାଡ଼ାରେ ଆଗାମୀ ହାଇକମିଶନର ଭାବରେ ନିଯୁକ୍ତି ପାଇଥିବା ଓଡ଼ିଶାର ଦିନେଶ ପଟ୍ଟନାୟକଙ୍କୁ  ଶୁଭେଚ୍ଛା ଜଣାଇଲେନବୀନ ପଟ୍ଟନାୟକ
ଏଫଏମ କଲେଜ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡିର ନୀରବ ପ୍ରାର୍ଥନା
ରୁଫ ଟପ ଗାର୍ଡେନର ପ୍ରଚାର ପାଇଁ ରଥର ଶୁଭାରମ୍ଭ କରିବେ ଉପ ମୁଖ୍ୟମନ୍ତ୍ରୀ
ଦେବଗଡ ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ
୭୫ ଦିନରେ ଦାଖଲ ହେଲା ପ୍ରାଥମିକ ଚାର୍ଜସିଟ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଉତ୍ତର ପ୍ରଦେଶରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୪ ଜଣଙ୍କ ମୃତ୍ୟୁ
Next Article ଅସୀମ ଘୋଷ ହରିୟାଣା, ପି ଗଜପତି ରାଜୁ ଗୋଆର ରାଜ୍ୟପାଳ ନିଯୁକ୍ତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?